www.samajalive.in
Thursday, December 11, 2025
13.1 C
Bhubaneswar

ଗଞ୍ଜାମରେ ଚାଞ୍ଚଲ୍ୟ ଗୋଟିଏ ଘରୁ ମିଳିଲା ୩ଟି ମୃତଦେହ

ଗଞ୍ଜାମ : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ପାଲିଆ ଛତ୍ରପୁରର ମାଝି ସାହିରେ ବୁଧବାର ସକାଳୁ ସକାଳୁ ଗୋଟିଏ ଘରେ ତିନି ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଛି. ଯାହା ସମଗ୍ର ଛତ୍ରପୁର ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଖବର ପାଇଁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ଛତ୍ରପୁର ଥାନା ଅଧିକାରୀ, ଏସଡିପିଓ ଏବଂ ତଦନ୍ତକରି ଦଳ ଓ କୁକୁର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି।ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏକା ଥରକେ ତିନି ଜଣଙ୍କ ମୃତ୍ୟ କେମିତି ଘଟିଲା ତାହା ବର୍ତ୍ତମାନ ବଡ଼ ସନ୍ଦେହ ସୃଷ୍ଟି କରୁଛି । ମା ଉର୍ମିଳା ବେହେରା ଝିଅ ସୁନିତା ବେହେରାଙ୍କ ଶବ ତଳେ ପଡିରହିଥିବା ବେଳେ ବାପା ବୃନ୍ଦାବନ ବେହେରାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଲିଛି। ପାରିବାରିକ କଲହରୁ ଏମିତି ହୋଇଥାଇପରେ ବୋଲି ସନ୍ଦେହ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories