www.samajalive.in
Wednesday, December 10, 2025
14.1 C
Bhubaneswar

ଫର୍ନିଚର ଦୋକାନରେ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ! ପୁଲିସର ଚଢଉ ଜାରି

ରେଙ୍ଗାଲି – କତରବଗା ଥାନା ଅନ୍ତର୍ଗତ ଲଇଡା ବସ୍‌ ଷ୍ଟାଣ୍ଡରେ ଥିବା ମୁକେଶ ଅଗ୍ରଓ୍ୱାଲାଙ୍କ ଦୋକାନରୁ ଚୋରି ହୋଇଥିବା ବିପୁଳ ପରିମାଣର ଆସବାବ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ପୁଲିସ ଉଦ୍ଧାର କରିଛି । ଏହି ଅଭିଯୋଗରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି ।

କୁଚିଣ୍ଡାରେ ଥିବା ବିଭିନ୍ନ ସ୍ଥାନରେ ଚୋରମାନେ ଚୋରି କରିଥିବା ସମାଗ୍ରୀ ନେଇ ରଖିଥିଲେ । ପୁଲିସ ଚଢଉ କରି ବହୁ ପରିମାଣରେ ଚୋରି ଇଲୋକଟ୍ରିନିକ୍ସ ସାମଗ୍ରୀ, ସୋଫା ଏବଂ ଅନ୍ୟ ଫର୍ଣ୍ଣିଚର ସାମଗ୍ରୀ ଉଦ୍ଧାର କରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories