ପୂର୍ବତନ ଆଇଏଏସ୍ ଅଧିକାରୀ ଅମିତ ଖେରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖାରେଙ୍କୁ ଦୁଇ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତିକୁ ଅନୁମୋଦନ କରିଛି। ଶ୍ରୀ ଖାରେ ନିକଟରେ କେନ୍ଦ୍ର ଶିକ୍ଷା ସଚିବ ପଦରୁ ଅବସର ନେଇଛନ୍ତି। ସେ ପୂର୍ବରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଳୟରେ ସଚିବ ଭାବରେ କାର୍ଯ୍ୟ କରିଥିଲେ।
Popular Categories



