www.samajalive.in
Saturday, December 6, 2025
26.1 C
Bhubaneswar

ଖରାପ ପ୍ରେସର କୁକର ଦେବାରୁ ଫ୍ଲିପ୍‌କାର୍ଟକୁ  ଏକ ଲକ୍ଷଟଙ୍କା  ଫାଇନ୍‌

ନୂଆଦିଲ୍ଲୀ – ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ଖରାପ ପ୍ରେସରକୁକର ଦେବାରୁ ଫ୍ଲିପ୍‌କାର୍ଟକୁ କେନ୍ଦ୍ରୀୟ ଉପଭୋକ୍ତା ସୁରୁକ୍ଷା ଆୟୋଗଙ୍କ ପକ୍ଷରୁ ଏକ ଲକ୍ଷଟଙ୍କା ଜରିମାନା ଦେବା ପାଇଁ  ନିର୍ଦେଶ ଦେଇଛନ୍ତି । ଫ୍ଲିପ୍‌କାର୍ଟ ଏହାର ପ୍ଲାଟଫର୍ମରେ ଏକ ସୁରକ୍ଷା ନଥିବା ତଥା ଖରାପ ଗୁଣବତ୍ତା ବା କ୍ୱାଲିଟି ଥିବା ପ୍ରେସର କୁକୁର ବିକ୍ରି କରିଥିଲା । ଜଣେ ଉପଭୋକ୍ତା ଏ ବିଷୟରେ  ଅଭିଯୋଗ କରିଥିଲେ , ଏହାର ଶୁଣାଣୀ କରି Central Consumer Protection Authority (CCPA) ପକ୍ଷରୁ ଫ୍ଲିପ୍‌କାର୍ଟକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

କେବେଳ ସେତିକି ନୁହେଁ ଏହି ଗୁଣବତ୍ତାର ୫୯୮ଟି ପ୍ରେସର କୁକର ଅନ୍‌ଲାଇନ୍‌ ବିକ୍ରି କରାଯାଇଥିବା ବେଳେ ସମସ୍ତ ଗ୍ରାହକଙ୍କୁ ଏ ବିଷୟରେ ଜଣାଇବା , ଖରାପ ପ୍ରେସର କୁକୁରକୁ ଫେରାଇବା ନେବା ସହ ଟଙ୍କା ଫେରସ୍ତ ଦେବା ଲାଗି କୁହାଯାଇଛି । ସିସିପିଏର ମୁଖ୍ୟ କମିଶନର ନିଧି ଖାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

ଏ ବିଷୟରେ କଅଣ ପକ୍ଷେପ ଗ୍ରହଣ କଲେ ସେ ବିଷୟରେ ଫ୍ଲିପ୍‌କାର୍ଟ ୪୫ ଦିନ ମଧ୍ୟରେ କମିଶନରଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories