ମୁଖୀଗୁଡା : ଶନିବାର ସନ୍ଧ୍ୟାରେ ମୁଖୀଗୁଡା ଓଏଚପିସିର ପୁରୁଣାକାର୍ଯ୍ୟାଳୟ ରେ ନିଆଁ ଲାଗିଯାଇଛି। ଫଳରେ କାର୍ଯ୍ୟାଳୟରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇ ଥିବା ସନ୍ଦେହ କରାଯାଉଛି। ଜୟପାଟଣା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।
Popular Categories



