ଫୁଲବାଣୀ : ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍କୁ ଯାଉଥିବା ବେଳେ ପୋଲିଂ ଗାଡିକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଉକ୍ତ ଗାଡିରେ ପୋଲିଂ କର୍ମଚାରୀମାନେ ଯାଉଥିଲେ। ଦୁର୍ବୃତ୍ତମାନେ ପୋଲିଂ କର୍ମଚାରୀଙ୍କୁ ବାହାରକୁ ଡାକି ଆଣି ଗାଡିଟିକୁ ଜାଳି ଦେଇଛନ୍ତି। ଏଥିରେ ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଏହା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଆକ୍ରମଣରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।
Popular Categories



