ତେଲକୋଇ : ତେଲକୋଇରେ ଏକ ଘୁଷୁରୀ ଗୁହାଳ ଜଳିଯାଇଛି। ଏଥିରେ ୨ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ନୟାକୋଟ ଥାନା ଅନ୍ତର୍ଗତ ଅଡାଳ ମୁଣ୍ଡାସାହିରେ ଏହି ଅଘଟଣ ଘଟିଛି। ଘୁଷୁରୀ ଗୁହାଳରେ ୨ଜଣ ଶିଶୁ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



