www.samajalive.in
Saturday, December 6, 2025
26.1 C
Bhubaneswar

ଫାଇଲେରିଆ ମୁକ୍ତ ପାଇଁ ପ୍ରଶିକ୍ଷଣ ଶିବିର

ଗୁରୁଡିଝାଟିଆ : ଫାଇଲେରିଆ ମୁକ୍ତ ପାଇଁ ସାମୁହିକ ଔଷଧ ସେବନ ନିମନ୍ତେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଔଷଧ ପ୍ରଦାନ କରାଯିବ ବ୍ଲକର ୬୧୫ ବିଦ୍ୟାଳୟର ୧୮୪ ଜଣ ଶିକ୍ଷକ ୬୨ ଜଣ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ଦାସ ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଜିଲ୍ଲାର ବରିଷ୍ଠ ଅଧିକାରୀ ଗୋଷ୍ଠୀ ଚିକିତ୍ସାଳୟ ଅପର୍ଣ୍ଣା ମହାପାତ୍ର, କବିତାରଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେପ୍ରକାଶ ଯୋଗ୍ୟ ବାରମ୍ବାର ସଚେତନ ଫାଇଲେରିଆ ଔଷଧ ସେବନ ଦିଆ ଯାଉଥିବାବେଳେ ଆଠଗଡ ବ୍ଲକ ଅଞ୍ଚଳରେ ଫାଇଲେରିଆ ଚିହ୍ନଟ ହେବା ସ୍ବାସ୍ଥ୍ୟ କର୍ମଚାରୀ ସ୍ବାସ୍ଥ୍ୟ ପ୍ରୋଗ୍ରାମ ଅଧିକାରୀଙ୍କ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛିସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଯେପରି ବ୍ଲକ ଅଞ୍ଚଳରୁ ଫାଇଲେରିଆ ମୁକ୍ତ ସମସ୍ତେ ଯେପରି ଔଷଧ ସେବନ କରିବେ ସେଥିପାଇଁ ପ୍ରଶିକ୍ଷଣ ଶିବିରରେ ଗୁରୁତ୍ବ ଦିଆଯାଇଛି

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories