www.samajalive.in
Wednesday, December 10, 2025
14.1 C
Bhubaneswar

ମୁମ୍ବାଇର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ , ୫ ମୃତ ; ୧୦୦ ଅଧିକ ଆହତ

ମୁମ୍ବଇ . – ମୁମ୍ବଇର ଅନ୍ଧେରୀ ପୂର୍ବରେ ଥିବା ଏକ ସରକାରୀ ଡାକ୍ତରଖାନାର ତଳ ମହଲାରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଛି ।  ୪୭ ଜଣଙ୍କୁ  ଅଗ୍ନିଶମ ବାହିନୀର ସଦସ୍ୟମାନେ ଉଦ୍ଧାର କରିଛନ୍ତି । ନିଆଁ ଲାଗିବା ପରେ ପୁରା ଡାକ୍ତରଖାନାରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ବହୁ ମହଲା ବିଶିଷ୍ଠ ଏହି ଡାକ୍ତରଖାନାରୁ ସମସ୍ତ ରୋଗୀ ଓ ତାଙ୍କର ସମ୍ପର୍କୀୟମାନଙ୍କୁ ଝରକା ବାଟ ଦେଇ ବାହାରକୁ କଢାଯାଇଥିଲା ।

ରିପୋର୍ଟ ଲେଖା ହେବା ବେଳକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଥିଲା । ଏହି ଡାକ୍ତରଖାନାରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ମିଳିପାରି ନାହିଁ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡି ସହ ୬ଟି  ଓ୍ୱଟର ଟ୍ୟାଙ୍କର ନିୟୋଜିତ ଅଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories