www.samajalive.in
Saturday, December 13, 2025
26.1 C
Bhubaneswar

୧୪୦ କୋଟିର ଠକେଇ, ଟଙ୍କା ଫେରସ୍ତ ପାଇଁ ଅଫିସ ଘେରାଉ

ଭୁବନେଶ୍ବର: ନିବେଶ ନାମରେ ୧୪୦କୋଟି ଠକେଇ ନେଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରାଯାଇଛି। ୮୫୩ଜଣଙ୍କଠାରୁ ଜନୈକ ବ୍ୟକ୍ତି ଠକେଇ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ନୟାପଲ୍ଲୀରେ ଏକ ନକଲି କମ୍ପାନୀ ନାମରେ ଠକେଇ ଅଭିଯୋଗ ହେଇଛି। ଠକେଇ ଅଭିଯୁକ୍ତ ଫେରା ଥିବାରୁ ଟଙ୍କା ଫେରସ୍ତ ପାଇଁ ଅଫିସ ଘେରାଉ କରାଯାଇଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories