www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୱିଟରରେ ଫଲୋ କଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ – ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ମାଲିକ ଏଲନ୍‌ ମସ୍କ ଫଲୋ କରିବା ଆରମ୍ଭ କରିଛନ୍ତି । ଟ୍ୱିଟରକୁ କିଛି ଦିନ ତଳେ ଏଲନ୍ ମସ୍କ ୪୪ ବିଲିୟନ ବା୪୪୦୦ କୋଟି ଆମେରିକୀୟ ଡଲାରରେ କିଣିଛନ୍ତି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ୩,୬୦,୮୦୦ କୋଟି ଟଙ୍କା ହେବ ।

ଏଲନ୍‌ ମସ୍କ ନିଜ ଟ୍ୱିଟର ଆକାଉଣ୍ଟରେ ମାତ୍ର ୧୯୫ ଜଣଙ୍କୁ ଫଲୋ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟତମ । ମୋଦୀଙ୍କର ଏବେ ଟ୍ୱିଟରରେ ୮୭.୭ ମିଲିୟନ ବା ୮୭୭ ଲକ୍ଷ ଫଲୋର୍ସ ଅଛନ୍ତି । ଏଲନମସ୍କଙ୍କ ୧୩୪ ମିଲିୟନ ବା ୧୩୪୦ ଲକ୍ଷ ଫଲୋର୍ସ ରହିଛନ୍ତି.

- Advertisement -


ଏଲନ୍‌ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି । ଏଲନ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ଅଳ୍ପ ରାଜନେତାଙ୍କୁ ଫଲୋ କରନ୍ତି । ସେମାନଙ୍କ ମଧ୍ୟରୁ ମୋଦୀ ଅନ୍ୟତମ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories