www.samajalive.in
Saturday, December 6, 2025
26.1 C
Bhubaneswar

ଇଂଲଣ୍ଡର ଶୋଚନୀୟ ପରାସ୍ତ, ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ଡେସ୍କ: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୧୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ ସ୍କୋର କରିଥିଲା।

୨୪୮ ରନକୁ ପିଛା କରି ଇଂଲଣ୍ଡ ୧୦ ଓଭର ୩ଟି ବଲରେ ମାତ୍ର ୯୭ ରନ କରି ସମସ୍ତ ୱିକେଟ ହରାଇ ଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ୧୬ ରନ କରିଥିବା ବେଳେ ଅଭିଷେକ ଶର୍ମା ୧୩୫, ତିଲକ ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨, ଶିବମ ଦୁବେ ୩୦, ହାର୍ଦ୍ଦିକ ପାଣ୍ଡ୍ୟା ୯, ରିଙ୍କୁ ସିଂ ୯ ଓ ଅକ୍ଷର ପଟେଲ ୧୫ ରନ ସ୍କୋର କରିଥିଲେ।

- Advertisement -


ସେହିପରି ଇଂଲଣ୍ଡ ପକ୍ଷରୁ ଫିଲ ସଲଟ ୫୫ ରନ ସ୍କୋର କରିଥିବା ବେଳେ ଜୋସ୍ ବଟଲର ୭, ହ୍ୟାରି ବ୍ରୁକ୍ ୨, ଲିଅମ୍ ଲିଭିଙ୍ଗଷ୍ଟୋନ୍ ୯, ଜ୍ୟାକବ ବେଥେଲ ୧୦, ବ୍ରିଡ଼ନ କାର୍ସ ୩, ଯାମି ଓଭରଟନ ଓ ଜୋଫ୍ରା ଆର୍ଚର ୧ ଲେଖାଏଁ ଏବଂ ଆଦିଲ ରସିଦ୍ ୬ ରନ ସ୍କୋର କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories