www.samajalive.in
Saturday, December 13, 2025
26.1 C
Bhubaneswar

ଚଂଦା ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କ ୭୮ କୋଟି ସମ୍ପତ୍ତି ଆଟାଚ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଆଇସିଆଇସିଆଇର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଚଂଦା କୋଚର ଓ ତାଙ୍କ ପରିବାରର ୭୮ କୋଟି ଟଙ୍କାର ସମ୍ପତ୍ତି ହେପାଜତକୁ ନେଇଛି। ଇଡି ହେପାଜତକୁ ନେଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇ ସ୍ତିତ କୋଠା ସହ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ କମ୍ପାନୀ ପକ୍ଷରୁ ମିଳିଥିବା ସମ୍ପତ୍ତି ରହିଛି।

ଗତ ବର୍ଷ ଫେବୃଆରୀରେ ଇଡି ଭିଡିଓକନ ଅଧ୍ୟକ୍ଷ ବେଣୁଗୋପାଳ ଧୁତ, ଚଂଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଏବଂ ଅନ୍ୟମାନଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଏବଂ ୩ହଜାର ୨୫୦ କୋଟି ଟଙ୍କା ଲୋନ ଦେବା ଭଳି ଅଭିଯୋଗରେ ଅପରାଧିକ ମାମଲା ରୁଜ୍ଜୁ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories