www.samajalive.in
Saturday, December 6, 2025
26.1 C
Bhubaneswar

ମିଣ୍ଡାନାଓରେ ଭୂ-କମ୍ପର ଝଟକା ଅନୁଭବ

ମିଣ୍ଡାନାଓ: ଫିଲିପାଇନ୍ସର ମିଣ୍ଡାନାଓରେ ଭୂ-କମ୍ପର ଝଟକା ଅନୁଭବ ହୋଇଥିବା ବୁଧବାର ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୩ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ କିଛି ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିବା କୁହାଯାଉଛି।
ଅଧିକାରୀଙ୍କ କହିବା ଅନୁଯାୟୀ , ମିଣ୍ଡାନାଓ ଅଞ୍ଚଳରେ ଭୂକମ୍ପର ଝଟକା ମାତ୍ରେ ଲୋକେ ନିଜ ଘରୁ ବାହାରି ଆସିଥିଲେ। ଭୟଭୀତ ମଧ୍ୟ ହୋଇଯାଇଥିଲେ।
ଆମେରିକାର ସର୍ଭିଲାନ୍ସ ସେଣ୍ଟର ରିପୋର୍ଟ ଅନୁଯାୟୀ କଲମ୍ବିଆ ସହର ଠାରୁ ୭.୭ କିଲୋମିଟର ଦୂରରେ ଥିବା ମିଣ୍ଡାନାଓରେ ଦ୍ୱୀପରେ ୧୪ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories