www.samajalive.in
Saturday, December 6, 2025
26.1 C
Bhubaneswar

ହୋଲିରେ ଦୂର ହେବ ବୈବାହିକ ଜୀବନ ଠାରୁ ରୋଗ ସମସ୍ୟା ; ଜାଣନ୍ତୁ କ’ଣ କରିବେ..

ହୋଲିରେ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ମନକୁ ଶାନ୍ତି ମିଳିବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଏହାସହ ସ୍ୱାସ୍ଥ୍ୟ, ବ୍ୟବସାୟ ସହ ପ୍ରେମ ଓ ବୈବାହିକ ଜୀବନ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

ହୋଲି ସନ୍ଧ୍ୟାରେ ଗାଈ କ୍ଷୀରରେ ଜଳ ମିଶାଇ ସେଥିରେ ଧଳା ଫୁଲ ପକାଇ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ମନରେ ଥିବା ଚିନ୍ତା ଦୂର ହେବା ସହ ପରିବାରରୁ କଳହ ଦୂର ହୋଇଥାଏ।ମାତ୍ର ହୋଲି ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ।

- Advertisement -

ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଦୂର ପାଇଁ ହୋଲି ରାତିରେ ଧଳା ବସ୍ତ୍ର ଧାରଣ କରି ଚନ୍ଦ୍ରମାଙ୍କ ରଶ୍ମିରେ ବସନ୍ତୁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଶୁଭଫଳ ମିଳିଥାଏ।

ମାନସିକ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରମାଙ୍କ ଆରାଧନା କରନ୍ତୁ।

ବ୍ୟବସାୟରେ କ୍ଷତି ହେଉଥିଲେ, ଉନ୍ନତି ହେଉ ନଥିଲେ, ହୋଲି ଦିନ କୌଣସି ଅସହାୟଙ୍କୁ ବୃଦ୍ଧାଙ୍କୁ ଧଳା ଜିନିଷ ଦାନ କରନ୍ତୁ। ଏଥିରେ ବ୍ୟବସାୟରେ ଆସୁଥିବା ବାଧା ଦୂର ହୋଇଥାଏ।

ହୋଲି ଦିନ ରାଧାକୃଷ୍ଣଙ୍କୁ ଗୋଲାପ ଫୁଲର ମାଳା ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ବୈବାହିକ ଜୀବନରେ ସର୍ବଦା ଖୁସି ରହିବା ପାଇଁ ହୋଲି ଦିନ ରାତିରେ କ୍ଷୀରୀ ପ୍ରସ୍ତୁତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ଏହାପରେ ଏହି କ୍ଷୀରୀକୁ ପତି-ପତ୍ନୀଙ୍କ ସହ ପରିବାରର ସମସ୍ତ ଲୋକେ ଏହାକୁ ଗ୍ରହଣ କରନ୍ତୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories