ଡେସ୍କ: ଦେଶରେ ଡିଜେଲ ଟ୍ରାକ୍ସନରେ ଚାଲୁଥିବା ଟ୍ରେନଗୁଡ଼ିକରୁ କୌଣସି ସରଚାର୍ଜ ଆଦାୟ କରିବା କୌଣସି ଯୋଜନା ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି। କେତେକ ଗଣମାଧ୍ୟମରେ ଆଗମୀ ଦିନରେ ଡିଜେଲ ଟ୍ରାକ୍ସନରେ ଚାଲୁଥିବା ଟ୍ରେନରେ ସରଚାର୍ଜ ଆଦାୟ କରାଯିବ ବୋଲି ଖବର ପ୍ରକାଶିତ ହୋଇଥିଲା। ଏଭଳି ଅନୁମାନ ଭିତ୍ତିହୀନ ବୋଲି ରେଳ ମନ୍ତ୍ରଣାଳୟ କହିଛି।
ସ୍ପଷ୍ଟ କଲା ରେଳ ମନ୍ତ୍ରଣାଳୟ, ଡିଜେଲ ଟ୍ରାକ୍ସନରେ ଚାଲୁଥିବା ଟ୍ରେନରୁ ଅଧିକ କର ଆଦାୟ ଯୋଜନା ନାହିଁ
Popular Categories



