ଫ୍ରାନ୍ସର ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଧୋନୀ
ନୂଆଦିଲ୍ଲୀ : ଗାଡି ନିର୍ମାତା କମ୍ପାନୀ ଫ୍ରାନ୍ସର ସିଟ୍ରୋଏନ୍ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଶରେ ନିଜ ବ୍ରାଣ୍ଡ୍ ଆମ୍ବାସଡର କରିଛି । କମ୍ପାନୀ ଏକ ବୟାନରେ କହିଛି କି ଧୋନୀ ଖୁବ୍ ଶୀଘ୍ର ଏକ ଅଭିଯାନ ଜରିଆରେ ସିଟ୍ରୋଏନ୍ ସହିତ ନଜର ଆସିବେ ।
IT IS OFFICIAL!
The man, the reason behind why 2007 and 2011 is memorable to us, the reason why we love cricket, has joined hands with us to do what really matters!
Ladies and gentlemen, Mahendra Singh Dhoni is back as our captain and is building a team like never before! pic.twitter.com/VskVxcB2tA
— Citroën India (@CitroenIndia) May 24, 2024
ସିଟ୍ରୋଏନ୍ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ଶିଶିର ମିଶ୍ରା କହିଛନ୍ତି କି ‘ଆମେ ମାନୁ ଯେ ଧୋନୀ ଆମ ସହିତ ଯୋଡିହେଲେ ଭାରତୀୟ ବଜାରରେ ଆମ ପ୍ରତିବଦ୍ଧତା ମଜଭୁତ ହେବାରେ ବହୁତ ସହାୟତା ମିଳିବ ।’ ସିଟ୍ରୋନ୍ ଇଣ୍ଡିଆ ଟ୍ବିଟରରେ ଏନେଇ ସୂଚନା ମଧ୍ୟ ଦେଇଛି ।
Comments are closed.