www.samajalive.in
Tuesday, December 9, 2025
26.1 C
Bhubaneswar

ଅବକାରୀ ଚଢ଼ାଉ, ଦେଶୀ ରନ୍ଧା ମଦ ଓ ପୋଚ ଜବତ    

କଳାପଥର : ସୋମବାର ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଶବର ସାହିରେ ୯୦୮୦ ଲିଟର  ଗୁଡପୋଚ  ଏବଂ ୧୦୮୫ ଦେଶୀ ରନ୍ଧା ମଦ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ରେଡ୍ ସମୟରେ ବାଙ୍କୀର ତହସିଲଦାର, ଫ୍ଲାଇଙ୍ଗ୍‌ସ୍କାଡ୍ , ଆର.ଆଇ ପ୍ରଭୃତି ଉପସ୍ଥିତ ଥିଲେ । ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ମାଝୀ, ଅବକାରୀ ନିରିକ୍ଷକ ହେମନ୍ତ ମହାନଦୀଆ, ମୋବାଇଲ୍ ଇନିସ୍ପେକ୍ଟର ରଙ୍କନିଧି ମଲ୍ଲିକ ଚଢ଼ଉରେ ସହଯୋଗ କରିଥିଲେ । ଏ ସଂକ୍ରାନ୍ତରେ ୩ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ବାଙ୍କୀ ତହସିଲଦାର ଅଶେଷ ନାୟକଙ୍କ ଉପସ୍ଥିତିରେ ଏ ସମସ୍ତ ପୋଚ ନଷ୍ଟ କରାଯାଇଥିଲା ।

 

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories