www.samajalive.in
Sunday, December 7, 2025
16.1 C
Bhubaneswar

କର୍କଟ ରୋଗ ପାଇଁ ଚିନ୍ତିତ ଥିଲେ ; ମେଟ୍ରୋ ଆଗକୁ ଡେଇଁ କଲେ ଆତ୍ମହତ୍ୟା..

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ଲକ୍ଷ୍ମୀ ନଗର ମେଟ୍ରୋ ଷ୍ଟେସନରେ ୫୫ ବର୍ଷୀୟ ବୟସ୍କ ମେଟ୍ରୋ ଆଗକୁ ଡେଇଁ ନିଜ ଜୀବନ ହାରିଛନ୍ତି। ତାଙ୍କ ନାମ ଦିନେଶ ସିଂହ ବୋଲି ଜଣାପଡିଛି।
ପ୍ରାଥମିକ ସୂଚନାନୁଯାୟୀ, ଦିନେଶ କର୍କଟ ରୋଗରେ ପୀଡିତ ଥିଲେ। ଏହାକୁ ନେଇ କିଛି ମାସ ହେବ ସେ ଚିନ୍ତାରେ ଥିବା ସହ ଭାଙ୍ଗି ପଡିଥିଲେ। ସେ ଲକ୍ଷ୍ମୀ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ସେ ଘରୁ ବାହାରି ଷ୍ଟେସନକୁ ଯାଇ ମେଟ୍ରୋ ଆଗକୁ ଡେଇଁ ନିଜ ଜୀବନ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories