www.samajalive.in
Friday, December 5, 2025
20.1 C
Bhubaneswar

ମାହାଙ୍ଗା ବ୍ଲକ କର୍ମଚାରୀଙ୍କ ମାସକର ଦରମା ବନ୍ଦ

ସମାଜ ଡିଜିଟାଲ ଡେସ୍କ: କଟକ ଜିଲା ମାହାଙ୍ଗା ବ୍ଲକର କର୍ମଚାରୀମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରାଯାଇଛି। ଛୁଟି ବାତିଲ ସତ୍ବେ କର୍ମଚାରୀ କାର୍ଯ୍ୟାଳୟ ନ ଆସିବାରୁ ଜିଲାପାଳ ସେମାନଙ୍କ ଦରମା ବନ୍ଦ କରିଛନ୍ତି।

କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁ କର୍ମଚାରୀମାନଙ୍କର ଛୁଟି ବନ୍ଦ କରିଥିଲେ ଜିଲାପାଳ। କିନ୍ତୁ ୪ର୍ଥ ଶନିବାର ଦର୍ଶାଇ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସି ନ ଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳ ଏହି ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ଵରୂପ କର୍ମଚାରୀମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରିଥିବା ସୂଚନା ମିଳିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories