ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ମଙ୍ଗଳବାର ଜଣେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଯବାନ ସହିଦ୍ ହୋଇଥିବା ଜଣାପଡ଼ିଛି। ଗତ ସପ୍ତାହରେ ଦେହାନ୍ତ ହୋଇଥିବା ଯବାନ ଜଣଙ୍କଠାରେ କରୋନା ଭାଇରସ୍ ପଜିଟିଭ୍ ଆସିବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଯବାନଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।
A Central Reserve Police Force (CRPF) jawan who had tested positive for #Coronavirus and was admitted to a hospital in Delhi last week, has passed away: CRPF
— ANI (@ANI) April 28, 2020



