www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୮୨୯୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୭୨୯୭୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୮୨୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୭୭୨୯୭୨କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସବୁଠାରୁ ଅଧିକ ୧୨୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୭୩୫, ଯାଜପୁର ୫୦୬, ପୁରୀ ୪୭୩, ବାଲେଶ୍ବର ୪୫୨, ମୟୂରଭଞ୍ଜ ୪୪୫, ଢେଙ୍କାନାଳ ୩୯୯, ପୁରୀ ୪୭୩, ବାଲେଶ୍ବର ୪୫୨, ମୟୂରଭଞ୍ଜ ୪୪୫, ଢେଙ୍କାନାଳ ୩୯୯, କେନ୍ଦ୍ରାପଡ଼ା ୩୦୨, ନୟାଗଡ଼ ୨୭୦, କୋରାପୁଟ ୨୪୭, ସୁନ୍ଦରଗଡ଼ ୨୪୩, ଷ୍ଟେଟପୁଲ ୨୨୦, ନବରଙ୍ଗପୁର ୨୧୫, ରାୟଗଡ଼ା ୨୦୮, ଜଗତସିଂହପୁର ୨୦୧, ଅନୁଗୁଳ ୧୯୯, କେନ୍ଦୁଝର ୧୯୪, ସମ୍ବଲପୁର ୧୯୩, ବରଗଡ଼ ୧୮୬, କଳାହାଣ୍ଡି ୧୭୪, ଗଞ୍ଜାମ ୧୬୬, ବୌଦ୍ଧ ୧୪୭, ଭଦ୍ରକ ୧୪୪, ସୋନପୁର ୧୨୫, ମାଲକାନଗିରି ୧୨୨, ବଲାଙ୍ଗିର ୧୧୩, କନ୍ଧମାଳ ୧୦୨, ଝାରସୁଗୁଡ଼ା ୯୦, ଦେବଗଡ଼ ୮୦, ଗଜପତି ୬୩, ନୂଆପଡ଼ାରେ ୩୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories