www.samajalive.in
Saturday, December 6, 2025
23.1 C
Bhubaneswar

କୋଭାକ୍ସିନ ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ : ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା

ଓ୍ୱାଶିଂଟନ :  ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନା ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ ବୋଲି ଆମେରିକା ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଖଉଟି ଘୋଷଣା କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପୂର୍ବରୁ ହୋଇଥିବା କୋଭାକ୍ସିନ ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ଫଳପ୍ରଦଭାବେ ପରାହତ
କରିପାରିବ।

ଡକ୍ଟର ଖଉଟି କହିଛନ୍ତି ଭାରତରେ ଦେଖାଦେଇଥିବା ପ୍ରକୃତ ଅସୁବିଧା ଗୁଡିକ ସତ୍ୱେ ଟିକାକରଣ କରୋନା ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଭାବେ କାର୍ଯ୍ୟ କରିବ। ଜାତୀୟ ରୋଗ ସଂକ୍ରମଣ ପ୍ରତିଷ୍ଠାନ ଏବଂ ଜାତୀୟ ଭେଷଜ ଗବେଷଣା ପରିଷଦର  ସହଭାଗିତାରେ ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories