www.samajalive.in
Saturday, December 13, 2025
14.1 C
Bhubaneswar

ବାଳ ଶ୍ରମିକ ରଖିବାରୁ ଦମ୍ପତିଙ୍କୁ ଦେଢଲକ୍ଷ ଟଙ୍କା ଜରିମାନା, ୧୦୦ ଗଛ ଲଗାଇବା ପାଇଁ ନିର୍ଦେଶ

ନୂଆଦିଲ୍ଲୀ .. –ବାଳ ଶ୍ରମିକ ରଖିବାରୁ  ଦମ୍ପତିଙ୍କୁ ଦେଢ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏହା ସହ ସେମାନଙ୍କୁ ୧୦୦ ଗଛ ଲଗାଇବା ପାଇଁ ନିର୍ଦେଶ ଦିଆଯାଇଛି । ଏହା ଜଣେ ନାବାଳିକାକୁ ତାଙ୍କ ଘରେ କାମ କରିବା ପାଇଁ ସାହାଯ୍ୟ କରିଥିବା ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ୧୦ହଜାର ଲେଖାଏଁ ଜରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ଟଙ୍କା ନାବାଳିକାଙ୍କୁ ଆକାଉଣ୍ଟରେ ରଖାଯିବ ।

ଏହି ଦମ୍ପତି ଗଛ ଲଗାଇବା ପରେ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଗଛର ଯତ୍ନ ନେବା ପାଇଁ ନିର୍ଦେଶ  ଦିଆଯାଇଛି । ଗଛ ଲଗାଇବା ପରେ ଏମାନେ ବନ ସଂରକ୍ଷଣ ଅଧିକାରୀଙ୍କୁ ଏ ବିଷୟରେ ସୂଚନା ଦେବେ । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏମାନେ ଗଛର ଯତ୍ନ ନେବେ । ଗଛ ଗୁଡିକ ୬ ଫୁଟ ଉଚ୍ଚତା ହେବା  ଦରକାର ବୋଲି ନିର୍ଦେଶରେ କୁହାଯାଇଛି ।

- Advertisement -

ଦିଲ୍ଲୀର ରାଜୋରୀ ଗାର୍ଡେନ ଥାନାରେ ଜଣେ ନାବାଳିକାଙ୍କୁ ଘରେ କାମ କରିବା ପାଇଁ ରଖିବା ସହ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories