www.samajalive.in
Friday, December 12, 2025
23.1 C
Bhubaneswar

କରୋନା ନିୟମ ଉଲ୍ଲଙ୍ଘନ: ପ୍ରଚାରକଙ୍କ ସହ ୫ ଗିରଫ

ଫୁଲବାଣୀ : କରୋନା ଲକଡ଼ାଉନ ଯୋଗୁଁ ଲୋକମାନଙ୍କ ଏକାଠି ହେବା ଓ ପୂଜାର୍ଚନା ଉପରେ କଟକଣା ଲଗାଇଛନ୍ତି ସରକାର । ଏପରିକି ମନ୍ଦିର, ମସଜିଦ୍, ଗୀର୍ଜା ଯିବା ଉପରେ ମଧ୍ୟ କଟକଣା ରହିଛି । କେତେକ ସ୍ଥାନରେ ଏଥିଲାଗି ୧୪୪ ଧାରା ଲାଗୁ ହୋଇଛି । ମାତ୍ର ଫୁଲବାଣୀ ଜିଲାର ଏକ ଚର୍ଚ୍ଚରେ ନିୟମ ଉଲ୍ଲଙ୍ଘନ କରି ସମୂହ ପ୍ରାର୍ଥନା କରିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଜଣେ ଧର୍ମଯାଜକ ମଧ୍ୟ ଅଛନ୍ତି । ତୁମୁଡ଼ିବନ୍ଧ ପୁଲିସ ସମ୍ପୃକ୍ତ ୫ ଜଣଙ୍କୁ ନିଜ ହେପାଜତରେ ରଖିଛି ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories