www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ନୂଆ ଆକ୍ରାନ୍ତ ୧୩୭୨ ; ମୋଟ ଆକ୍ରାନ୍ତ ଟପିଲା ୩ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩ ଲକ୍ଷ ଟପିଲା। ୨୪ ଘଣ୍ଟାରେ ୧ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୭୯୬ ଓ ସ୍ଥାନୀୟଅଞ୍ଚଳରୁ ୫୭୬ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି। ୨,୮୫,୧୭୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୫୦୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪୫ଓ କଟକରୁ ୧୨୧। ଅନୁଗୁଳରୁ ୮୧, ବାଲେଶ୍ୱର ୩୧, ବରଗଡ ୪୦, ଭଦ୍ରକ ୩୧, ବଲାଙ୍ଗୀର ୪୦, ବୌଦ୍ଧ ୨, ଦେଓଗଡ ୮, ଢେଙ୍କାନାଳ ୨୫, ଗଜପତି ୪, ଗଞ୍ଜାମ ୨୧, ଜଗତସିଂହପୁର ୭୦, ଯାଜପୁର ୩୪, ଝାରସୁଗୁଡ଼ା ୩୩, କଳାହାଣ୍ଡି ୪୦ , କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୬୫, କେନ୍ଦୁଝର ୪୦, କୋରାପୁଟ ୨୦, ମାଲକାନଗିରି ୨୦, ମୟୁରଭଞ୍ଜ ୭୮, ନବରଙ୍ଗପୁର ୨୬, ନୟାଗଡ଼ ୩୨, ନୂଆପଡା ୧୦୮, ପୁରୀ ୫୩, ରାୟଗଡ଼ା ୧୧, ସମ୍ବଲପୁର ୩୭, ସୋନପୁର ୧୯, ସୁନ୍ଦରଗଡ ୯୬, ଷ୍ଟେଟ ପୁଲରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories