ଭୁବନଶ୍ୱେର : ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ସାମ୍ଭାବ୍ୟ ପାର୍ଥୀ ତାଲିକା ଅଖିଳ ଭାରତୀୟ କଂଗ୍ରେସ କମିଟି ନିକଟକୁ ପଠାଇ ଦେଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁସାରେ ବୁଧବାର ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ ବସି ଆଗାମୀ ନିର୍ବାଚନ ପାଇଁ ପାର୍ଥୀ ତାଲିକା ଚୂଡାନ୍ତ କରି ଏଆଇସିସି ନିକଟକୁ ପଠାଇ ଦିଆଯାଇଛି। ଏଆଇସିସି ସ୍କ୍ରିନିଂ କମିଟି ଏହି ତାଲିକା ଯାଞ୍ଚ କରି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବାପରେ ଏହା ପ୍ରକାଶ କରାଯିବ।
କଂଗ୍ରେସର ସାମ୍ଭାବ୍ୟ ପାର୍ଥୀ ତାଲିକା ଚୂଡାନ୍ତ ; ହାଇକମାଣ୍ଡଙ୍କ ସବୁଜ ସଙ୍କେତକୁ ଅପେକ୍ଷା
Popular Categories



