www.samajalive.in
Sunday, December 14, 2025
26.1 C
Bhubaneswar

ଲୁଧିଆନା ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ବାଜିମାତ

ଲୁଧିଆନା:  ଲୁଧିଆନାରେ ଅନୁଷ୍ଠିତ  ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ବାଜିମାତ କରିଛି । ୯୫ଟିରୁ  କଂଗ୍ରେସ ୬୨ଟି ଆସନରେ ବିଜୟ ଲାଭ କରିଛି । ମଙ୍ଗଳବାରରେ ଏଥିପାଇଁ ମତ ଗଣନା କରଯାଇଥିଲା ।  ଏହି ନିର୍ବାଚନରେ ଶିରୋମଣି ଅକାଳି ଦଳ ୧୧ଟି ଓ ବିଜେପି ୧୦ଟି ଓ୍ୱାର୍ଡ ଆସନ ଜିତିଛି । ଏହି ନିର୍ବାଚନରେ ଲୋକ ଇନସାଫ ପାର୍ଟି ୭ଟି ଆସନ ଜିତିଛି । ଆମ ଆଦମୀ ପାର୍ଟି ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିଛି । ସ୍ୱାଧୀନ ପ୍ରାର୍ଥୀ  ୭ଟି ଆସନରେ ବିଜୟ ଲାଭ କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories