www.samajalive.in
Wednesday, December 10, 2025
23.1 C
Bhubaneswar

ଟିକାବାଲିରେ ଯୁବଗୋଷ୍ଠୀ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ମେଡ଼ିକାଲ୍‍ ଛକ ସ୍ଥିତ ୟୁଥ୍‍ ୱାରିୟର ଯୁବଗୋଷ୍ଠୀଙ୍କ ପକ୍ଷରୁ ଆଜି ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ପ୍ରଦୀପ ଡ଼ିଗାଲ, ସରପଞ୍ଚ ଶ୍ରୀମତି ରଶ୍ମିତା କହଁର, ଶିକ୍ଷକ ଅରବିନ୍ଦ ମହାପାତ୍ର, ଜିତେନ୍ଦ୍ର ବୁର୍ଗି, ଦେବାଶିଷ୍‍ ସାମନ୍ତରାୟ, ଦିଲିପ ସାହୁ, କୁନ୍ଦୁରୁ ମଲିକ, ସୁବଳ ଦିଗାଲ, ହେମନ୍ତ ଦିଗାଲ, ସରୋଜ ମହାରଣା, ଗୋବିନ୍ଦ ନାୟକ, ଦିପ୍ତି ରଂଜନ ଦଳବେହେରା, ଅରୁଣ ପାଣ୍ଡେ, ଧିରଜ ନାୟକ, ଅନୁପ ଭୋଇ, ଅମିତ୍‍ ଭୋଇ, କିରନ ବେହେରା, ଚନ୍ଦନ ପଣ୍ଡା, ନୀଳମାଧବ ପାତ୍ର, ଅଭିରାମ ମଲିକ, ଶରତ ଦିଗାଲ, ମନୋରଂଜନ ମହପାତ୍ର, ପ୍ରକାଶ ପଟ୍ଟନାୟକ ଓ ଅନ୍ୟମାନେ ଏହି ସଫେଇ କାର୍ଯ୍ୟରେ ସାମିଲ୍‍ ହୋଇଥିଲେ। ଯୁବଗୋଷ୍ଠୀ ମିଳିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ କରିଥିବା ଯୋଗୁଁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସହଯୋଗର ହାତ ମଧ୍ୟ ବଢାଇଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories