www.samajalive.in
Friday, December 5, 2025
26.1 C
Bhubaneswar

ଥାନାରୁ କନଷ୍ଟେବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଚମ୍ପଟ୍‍

ସମାଜ ଡିଜିଟାଲ ଡେସ୍କ: ଥାନାରୁ ଅଭିଯୁକ୍ତ ଚମ୍ପଟ୍‍ । କମିଶନରେଟ୍‍ ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପୁଣି ଥରେ ପଦାରେ ପଡିଛି । ବାନ୍ତି କରିବା ବାହାନାରେ କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଚମ୍ପଟ୍‍ ମାରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଚନ୍ଦକ ଥାନାରେ ଏଭଳି ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁସାରେ  ମୋବାଇଲ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଥିଲା ପୁଲିସ । ଥାନାରେ ଥିବା ବେଳେ  ଅଭିଯୁକ୍ତ ଜଣଙ୍କ ବାନ୍ତି କରିବା ବାହାନାରେ ବାହାରକୁ ଆସିଥିଲା । ଏହି ସମୟରେ ଦୁଇ ଜଣ କନଷ୍ଟେବଳଙ୍କୁ ଧକ୍କା ମାରି ଚମ୍ପଟ୍‍ ମାରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ରାଜା ବୋଲି ଜଣାପଡିଛି । ଆଇଫୋନ୍‍ ଚୋରି ଘଟଣାରେ ତାଙ୍କୁ ପୁଲିସ ଗିରଫ କରିଥିଲା ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories