www.samajalive.in
Saturday, December 6, 2025
26.1 C
Bhubaneswar

ରାୟପୁର ସୁରଟ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା; ମୃତାହତଙ୍କ ତାଲିକା ଜାରିକଲା ରାୟପୁର ପୁଲିସ

ଛତିଶଗଡ଼ : ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ୍‌ ଛତିଶଗଡ଼ ରାଜଧାନୀ ରାୟପୁର ଉପକଣ୍ଠ ଚେରିଖେଡି ନିକଟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ମୃତାହତ ଓ ଆହତଙ୍କ ତାଲିକା ଜାରି କରିଛି ରାୟପୁର ପୁଲିସ।

ମୃତକଙ୍କ ନାମ ତାଲିକା
୧-ସୁଶାନ୍ତ ସ୍ୱାଇଁ(୪୦), ପିତା- କାର୍ତିକ ସ୍ୱାଇଁ, ଗଙ୍ଗପୁର ଥାନା
୨- ନାରାୟଣ ଗୌଡ଼(୨୭), ପିତା -ପଞ୍ଚୁ ଗୌଡ଼ , ଗଙ୍ଗପୁର ଥାନା
୩- କୈଳାସ ଜେନା(୩୬), ପିତା- ତ୍ରିନାଥ ଜେନା, ଅସାପୁରୀ, ସୁରଟ, ଗୁଜରାଟ
୪- ସମୀର ମହାକୁଡ଼(୧୭), ପିତା- ରାଜୁ ମହାକୁଡ଼, ସୁନ୍ଦର ପୁର, ଛତ୍ରପୁର ଥାନା
୫- ବିଶ୍ୱନାଥ, ପିତା- ଉଦୟ ନାଥ, ଶ୍ରୀରାମନଗର ସ୍ପିନିଂ ମିଲ, କପୋଦ୍ରା, ସୁରଟ, ଗୁଜରାଟ
୬- ଅଜଣା ପରିଚୟ ମିଳି ନାହିଁ
୭-ଅଜଣା, ପରିଚୟ ମିଳିନାହିଁ
୮- ଅଜଣା, ପରିଚୟ ମିଳି ନାହିଁ

- Advertisement -

ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତର ବ୍ୟକ୍ତିମାନଙ୍କ ନାମ

୧- ଚିତ୍ର ସ୍ୱାଇଁ(୨୨), ପିତା- ରାମ ଚନ୍ଦ୍ର ସ୍ୱାଇଁ, ବେଳଗୁଣ୍ଠା ଥାନା
୨- ସନ୍ୟାସୀ(୪୨), ପିତା- ମାଧିଆ ଆଠଗଡ଼, କବିସୂର୍ଯ୍ୟ ନଗର ଥାନା
୩- ବୁଲୁ ସ୍ୱାଇଁ(୩୩), ପିତା -ଲଡୁ ସ୍ୱାଇଁ , ଧବଳପୁର, ସେରଗଡ଼ ଥାନା
୪- ବାବୁ ଗୌଡ଼(୯), ପିତା -ସନ୍ୟାସୀ ଗୌଡ଼, ଆଠଗଡ଼, କବିସୂର୍ଯ୍ୟ ନଗର ଥାନା
୫- ଟୁକୁନା ଜେନା(୩୦), ପିତା -ଧୋବା ଜେନା, ଖଇର ପୋଟୀ ଗଙ୍ଗପୁର ଥାନା

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories