www.samajalive.in
Friday, December 12, 2025
27.1 C
Bhubaneswar

ଗଞ୍ଜେଇ ସହ ଦୁଇ ଗିରଫ

ବାଉଁଶୁଣି:ବାଉଁଶୁଣି ଥାନା ରେଙ୍ଗାଲି ଗାଁ ନିକଟରୁ ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରିଛି ବାଉଁଶୁଣି ପୁଲିସ ।ବାଉରୀ ଝାରକଟା ଗ୍ରାମର ଦିଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ ଏକ ଆପାଜି ବାଇକ୍ ଯୋଗେ ଗୋଟିଏ ବସ୍ତା ଗଞ୍ଜେଇ ଧରି ଯାଉଥିଲେ। ଦିଲୀପ ଓ ସଞ୍ଜୟକୁ ଅଟକାଇ ପୁଲିସ ଯାଞ୍ଚ  କରିଥିଲା। ଯାଞ୍ଚ ସମରେ ବାଇକରେ ନେଉଥିବା ବସ୍ତା ଭିତରୁ ୨୧ କେଜି ୩୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଘପୁଲିସ ବାଇକ୍ ଓ ଗଞ୍ଜେଇ ଜବତ କରିବା ସହ ଦିଲୀପ ଓ ସଞ୍ଜୟକୁ ଗିରଫ ପରେ ୮୩/୨୪ କୋର୍ଟ ଚାଲାଣ କରିଛି। ଏନେଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories