‘ସମାଜ’ ପ୍ରଭାବ :  ସ୍ଥାନାନ୍ତର ହେଲା ଭଗ୍ନ ଅଶୋକ ଚକ୍ର

ପାଟଣା :  ଦୈନିକ ‘ସମାଜ’ର୨୭ ତାରିଖ  ସଂସ୍କରଣରେ ‘ଅଶୋକ ଚକ୍ର କୁ ଅସମ୍ମାନ’ ବିଭିନ୍ନ ମହଲରୁ ନିନ୍ଦା ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଦୁଇ ଦିନ ଛୁଟି କାରଣରୁ କାର୍ଯ୍ୟାଳୟ ଫାଟକ ବନ୍ଦ ରହିଥିଲା । ତେବେ ଆଜି ବ୍ଲକ ଫାଟକ ଖୋଲିବା ପରେ ବିଡ଼ିଓଙ୍କ କାର୍ଯ୍ୟଳୟ ନିକଟରୁ ଭଗ୍ନ ଅଶୋକ ଚକ୍ର ସ୍ତମ୍ଭକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ‘ସମାଜ’ ପ୍ରଥମେ ଏହି ଖବର ପ୍ରକାଶ କରିଥିବାରୁ ବୁଦ୍ଧିଜୀବୀ ମାନେ ସମାଜ କୁ ସାଧୁବାଦ ଦେଇଛନ୍ତି ।

Comments are closed.