ବୌଦ୍ଧ/ହରଭଙ୍ଗା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହରଭଙ୍ଗା ନଗର ସମ୍ମିଳନୀ ହରଭଙ୍ଗା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଦେବାଷିଷ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଇଂରାଜୀ ଅଧ୍ୟାପକ ମନୋଜ ପ୍ରହରାଜ ଯୋଗଦେଇଥିଲେ। ଜିଲା ସଂଯୋଜକ ଦେବାଶିଷ ସେଠୀ ମଞ୍ଚ ପରିଚାଳନା କରିଥିଲେ। ନଗର ସଭାପତି ପ୍ରିୟନାଥ ଶର୍ମା, ନଗର ସଂପାଦକ ଅମେରେଶ ପ୍ରସାଦ ସିଂ, ସହ ସଂପାଦକ ପ୍ରକାଶ ସାହୁ, ସୁରଜ କୁମାର ଆଚାର୍ଯ୍ୟ. ସୁନିତା ସାହୁ, ରିତେଶ କୁମାର ବେହେରା, ଅନନ୍ତ କୁମାର ପ୍ରଧାନ, ତପନ କୁମାର ଦାଶ, ମନିଶା ବେହେରାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଶେଷରେ ପ୍ରବିଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
Popular Categories



