ସମ୍ବଲପୁର ଯାଉଥିବା ବିଜେପି ନେତା ଥାନାରେ ଅଟକ

ସମ୍ବଲପୁର- ସମ୍ବଲପୁରର ସ୍ଥିତି ସମୀକ୍ଷା ପାଇଁ ଯାଉଥିବା ବିଜେପି ନେତାଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ସୂଚନା । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଭାପତି ମନମୋହନ ସାମଲ, ବିଧାୟକ ନାଉରୀ ନାଏକ, କୁସୁମ ଟେଟେ ଓ ଶଙ୍କର ଓରାମ ସମ୍ବଲପୁର ଯାଉଥିବା ବେଳେ ସେମାନଙ୍କୁ ଅଟକ ରଖାଯାଇଛି । ଝାରସୁଗୁଡାର ଶ୍ରୀପୁର ନିକଟରେ ସେମାନଙ୍କୁ ଅଟକ ରଖାଯାଇଛି ।

Comments are closed.