ପାରଳାଖେମୁଣ୍ଡି: ଗଜପତି ଜିଲା ପୁଲିସ ଦ୍ୱାରା ମୋଟରସାଇକେଲ ଚୋରା ରେକେଟ ର ପର୍ଦାଫାଶ ହୋଇଛି । ପୁଲିସ ୮ ଜଣ ଅନ୍ତଃରାଜ୍ୟ ଚୋରକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ନାବାଳକ ଥିବା ପୁଲିସ କହିଛି । ଗିରଫ ପରେ ସେମାନଙ୍କ ଠାରୁ ୭ଟି ଦୁଇ ଚକିଆ ଗାଡି ଜବତ ହୋଇଛି । .
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!