www.samajalive.in
Sunday, December 7, 2025
23.1 C
Bhubaneswar

ଭୂଷଣ ଷ୍ଟିଲ୍‍ କମ୍ପାନୀ ପକ୍ଷରୁ ଠେଲକୋଲୋଇ ବିଶୋଧନ

ରେଙ୍ଗାଲି : ଭୂଷଣ ପାୱାର ଏଣ୍ଡ୍‍ ଷ୍ଟିଲ୍‍ କମ୍ପାନୀରୁ ଆଜି ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଗ୍ରାମର ସମସ୍ତ ଗଳିକନ୍ଦି ରେ ଔଷଧ ସିଞ୍ଚନ କରାଯାଇ ବିଶୋଧନ କାର୍ଯ୍ୟ ସମ୍ପାଦନ କରାଯାଇଛି। ଠେଲକୋଲୋଇ ଗ୍ରାମ ବ୍ୟତୀତ କାରଖାନା ପରିସରରେ ମଧ୍ୟ ଔଷଧ ସିଞ୍ଚନ କରାଯାଇ ପରିବେଶକୁ ସ୍ୱଚ୍ଛ କରାଯାଇଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଠେଲକୋଲୋଇ ଗ୍ରାମରେ ଝାରସୁଗୁଡା ବେହରାମାଲର କରୋନା ପଜିଟିଭ୍‍ ଲିଙ୍କ ଆସିବା ପରେ ୫ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେବା ଫଳରେ ସଂପୃକ୍ତ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ପ୍ରଶାନ ପକ୍ଷରୁ ଠେଲକୋଲୋଇର ପ୍ରଶାସନ ପକ୍ଷରୁ ଦୁଇଟି ପଡାକୁ ସିଲ୍‍ କରାଯିବା ସହିତ କଣ୍ଟନମେଣ୍ଟ୍‍ ଜୋନ୍‍ ଘୋଷାଣା କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories