bjd  ek lkhya koti banner

ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵର ସବୁଠୁ ଉତ୍ତପ୍ତ

mission shakti banner

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ମଙ୍ଗଳବାର ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ଵର ୩୯, ଚାନ୍ଦବାଲି ଓ ପାରାଦୀପ ୩୮.୮ ଡିଗ୍ରୀ ରହିଛି ତାପମାତ୍ରା। ଅପରପକ୍ଷେ ଝାରସୁଗୁଡ଼ା ୩୭, ଗୋପାଳପୁର ୩୫.୪ ଏବଂ ପୁରୀରେ ତାପମାତ୍ରା ୩୫ ଡିଗ୍ରୀ ରହିଛି।

Comments are closed.