www.samajalive.in
Friday, December 5, 2025
20.1 C
Bhubaneswar

ମା’ ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲା ପ୍ରଶାସନର ଚଢ଼ାଉ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଥିବା ମା’ ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ନଷ୍ଟ ହୋଇଥିବା ବର୍ଯ୍ୟବସ୍ତୁକୁ ସର୍ବସାଧାରଣ ସ୍ଥାନରେ ନଷ୍ଟ କରିବା ଭଳି ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଆସୁଥିଲା। ଆଜି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୁଲିସ ବିଭାଗ, ଅଗ୍ନିଶମ ବିଭାଗ , ରାଜସ୍ୱ ବିଭାଗ, ସେଲଟେକ୍ସ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଏକ କାଳୀନ ଚଢ଼ାଉ ଜାରି ରହିଛି ।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, କିଛିଦିନ ତଳେ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ଅଳିଆ ଆବର୍ଜନାକୁ ହସ୍ପିଟାଲର ପଛପଟେ ସବୁବେଳେ ପୋଡୁଥିବାରୁ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଥିଲା ବେଳେ ରୋଗୀମାନଙ୍କ ଠାରୁ ଅଧିକ ମାତ୍ରାରେ ପଇସା ନେଉଥିବା ଓ ଅଗ୍ନିଶମ ଅନୁମତି ନଥିବାର ବି ଅଭିଯୋଗ ରହିଛି। ତେଣୁ ୪ ଟି ବିଭାଗ ମିସି ଏକକାଳୀନ ଚଢାଉ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories