ବେଗୁନିଆ: ଆଜି ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲାପାଳଙ୍କ ସହିତ ସମସ୍ତ ଜିଲା ମୁଖ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ୩୫୫ଟି ଅଭିଯୋଗ ଏହି ଶିବିରରେ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୩୪୮ଟି ଅଭିଯୋଗ ବ୍ୟକ୍ତିଗତ ଥିଲା। ୭ଟି ଅଭିଯୋଗ ସାମୁହିକ ଥିଲା। ୯ଟି ଅଭିଯୋଗର ସମାଧାନ ଏହି ଶିବିରରେ କରାଯାଇଥିଲା। ରେଡ଼କ୍ରସରୁ୫ ଜଣଙ୍କୁ ୧୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସିଏମଆରଏଫରେ ସାହାଯ୍ୟ ପାଇପାରି ନାହାନ୍ତି। ୪ଜଣଙ୍କୁ ୨ଟି ଟ୍ରାଇ ସାଇକେ
Popular Categories



