ଭୁବନେଶ୍ଵର: ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍। ଭୁବନେଶ୍ଵରରୁ ହିନ୍ଦନ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍ ହୋଇଛି। ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ। ଭୁବନେଶ୍ଵର ପାଟ୍ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି।
Popular Categories



