www.samajalive.in
Monday, December 8, 2025
14.1 C
Bhubaneswar

ଶାବଳରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ

ବାସୁଦେବପୁର : ବାପାଙ୍କୁ ଶାବଳରେ ପିଟି ପିଟି ହତ୍ୟା କଲା ପୁଅ। କସିଆ ସାମୁଦ୍ରିକ ଥାନା ବୁଢୀ ଛକରେ ମଙ୍ଗଳବାର ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୁଃଖିଶ୍ୟାମଣ୍ଡଳ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନାନୁଯାୟୀ, କଷିଆ ସାମୁଦ୍ରିକ ଥାନା ଅଧିନ ଗୋପବନ୍ଧୁ ନଗର ପଞ୍ଚାୟତର ଶାସମଲଘେରୀ ଗ୍ରାମରେ ଘରୋଇ ସମସ୍ୟାକୁ ନେଇ ବାପା ଦୁଃଖିଶ୍ୟାମଣ୍ଡଳ ଓ ପୁଅ ମଧ୍ୟରେ କଳହ ପରେ ଉତ୍ୟକ୍ତ ପୁଅ ବାଇଧର ମଣ୍ଡଳ ଶାବଳରେ ବାପାର ମୁଣ୍ଡକୁ ମାଡ ମାରିଥିଲା । ପଡୋଶୀମାନେ ସଂଜ୍ଞାହୀନ ଅବସ୍ଥାରେ ଦୁଃଖିଶ୍ୟାମଣ୍ଡଳକୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ ବୋଲି ଥାନାଧିକାରିଣୀ ସାବିତ୍ରୀ ପଣ୍ଡା ଜଣାଇଛନ୍ତି।

ଆଗେ ମାଡ ମାରି ପୁଣି ଫାଶୀରେ.. ଜାଣନ୍ତୁ ୪ ବର୍ଷର ଶିଶୁ କେମିତି ଖୋଲିଲା ମାଆ ହତ୍ୟାକାଣ୍ଡର ରହସ୍ୟ..

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

- Advertisement -

ଦେଖନ୍ତୁ ଭିଡିଓ; ଅଟୋ ନା ବସ୍‌, ଯାତ୍ରୀଙ୍କୁ ଗଣି ଗଣି ପୁଲିସ ବି କାବା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories