ବାରିପଦା: ଘରେ ଶୋଇଥିବା ବେଳେ ମହିଳାଙ୍କୁ କଚାଡି ମାରିଛି ଦନ୍ତା ହାତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ବେତନଟୀ ଥାନା ରାଧିକା ଷୋଳ ଗାଁରେ। ଏଠାରେ କିଛି ଦିନ ହେବ ଦନ୍ତା ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି। ଗାଁରେ ୪ଟି ଘର ଭାଙ୍ଗିବା ସହ ଆତଙ୍କ ଖେଳାଇଛି ଦନ୍ତା ହାତୀ। ଗତ ୩ଦିନରେ ଦନ୍ତା ହାତୀଟି ୪ଜଣଙ୍କୁ ମାରିବା ପରେ ଭୟରେ ରହିଛନ୍ତି ଗ୍ରାମବାସୀ। ବନ ବିଭାଗ ପକ୍ଷରୁ ଦନ୍ତା ହାତୀକୁ ଘଉଡାଇବାକୁ ପ୍ରୟାସ କରାଯାଉଛି।
Popular Categories



