www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶ ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ଡେସ୍କ: ବାଂଲାଦେଶରେ ଗତକାଲି ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗତକାଲି ଢାକା ଡିଭିଜନ୍‌‌ର କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନ୍‌‌ରେ ଏକ ମାଲ୍‌‌ବାହି ଟ୍ରେନ୍‌‌, ଏକ ଯାତ୍ରୀବାହି ଟ୍ରେନ୍‌‌କୁ ପଛରୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁଯାୟୀ ଢାକା ଯାଉଥିବା ଗୋଧୂଳି ଏକ୍ସପ୍ରେସ୍‌‌କୁ ମାଲବାହି ଟ୍ରେନ୍‌‌ ଧକ୍କା ଦେଇଥିଲା। ସମ୍ବାଦ ସରୋବରାହ ସଂସ୍ଥା ୟୁ.ଏନ୍‌‌.ବି. ରିପୋର୍ଟ ଅନୁଯାୟୀ ଯାତ୍ରୀବାହି ଟ୍ରେନ୍‌‌ର ଦୁଇଟି ବଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଯାତ୍ରୀ ସେହି ବଗି ଗୁଡ଼ିକ ମଧ୍ୟରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ୍‌‌, ଅଗ୍ନିଶମ ବିଭାଗ ଏବଂ ରାପିଡ୍‌‌ ଆକ୍‌‌ସନ୍‌‌ ବାଟାଲିୟନ୍‌‌ ଲୋକମାନଙ୍କୁ ଉଦ୍ଧାର କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories