www.samajalive.in
Friday, December 12, 2025
27.1 C
Bhubaneswar

ମା’କୁ ନିର୍ମମ ଭାବେ ହତ୍ୟା କଲା ପାଗଳ ପୁଅ

ବାଣପୁର: ବାଣପୁର ଥାନା ମଙ୍ଗଳପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ମଙ୍ଗଳପୁର ଗାଁର ବନମାଳୀ ବେହେରା ନିଜର ଜନ୍ମିତ ୭୦ ବର୍ଷୀୟା ମା’ ସତ୍ୟଭମା ବେହେରାଙ୍କୁ କାତିରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଘରେ କେବଳ ମା ଓ ପୁଅ ରହୁଥିଲେ। ମା’ର ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ଆସନ୍ତା କାଲି ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ପୁଲିସ ପାଖରୁ ସୂଚନା ମିଳିଛି।
ବନମାଳୀ ଜଣେ ମାନସିକ ବିକାରଗ୍ରସ୍ତ ଏବଂ ଅତ୍ୟଧିକ ନିଶା ଖାଇ ଘରକୁ ଆସେ ଏବଂ ତାର ସ୍ତ୍ରୀ ପିଲାମାନଙ୍କୁ ନେଇ ଦୀର୍ଘ ବର୍ଷ ଧରି ଅଲଗା ରହୁଛନ୍ତି ବୋଲି ବୋଲି ଝିଅ ପ୍ରମିଳା ବେହେରା କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories