www.samajalive.in
Saturday, December 13, 2025
15.1 C
Bhubaneswar

ବୈତରଣୀ ସେତୁରେ ମାଡ଼ି ଗଲାଣି ବରଗଛ, ବିପଦ ଆଶଙ୍କା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣାରେ ବୈତରଣୀ ନଦୀ ଉପରେ ୩୫ ବର୍ଷ ତଳେ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ସେତୁ ନିର୍ମାଣ କରାଯାଇଥିଲା।ସେତୁରେ ଥିଵା କଂକ୍ରିଟ ପିଲାରର ଉଭୟ ପାର୍ଶ୍ୱରେ ଏବେ ଅନେକ ସ୍ଥାନରେ ଦୀର୍ଘ ଦିନ ହେଲା ନିମ୍ଵ, ଅଶ୍ୱଥ ଓ ଵଟବୃକ୍ଷ ଅତ୍ୟନ୍ତ ସୁରକ୍ଷିତ ଭାଵରେ ବୃଦ୍ଧି ପାଉଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡି ପାରିନାହିଁ। ଵିଭାଗୀୟ ଅଧିକାରୀଙ୍କ ମନମାନି ଯୋଗୁଁ ପୋଲରେ ନିୟମିତ ରକ୍ଷଣାବେକ୍ଷଣ କରାଯାଉନାହିଁ। ସେତୁର ଉଭୟ ପାର୍ଶ୍ୱରେ ଉଠିଥିଵା ବଟବୃକ୍ଷ ଆଦିର ଚେର ଧିରେ ଧିରେ ସେତୁର କଂକ୍ରିଟ ପିଲାର୍ ଓ ଛାତ ମଧ୍ୟରେ ପଶି ଫାଟ ସୃଷ୍ଟି କରିଚାଲିଛି।

ଫଳରେ ସେତୁର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନଵାଚୀ ସୃଷ୍ଟି ହେଉଛି। ସେତୁ ଉପରେ ଵିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ, ନେତା ଓ ମନ୍ତ୍ରୀ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନ ପଡିଵା ଚିନ୍ତାର କାରଣ ପାଲଟିଛି।ଵିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆଵଶ୍ୟକ ପଦକ୍ଷେପ ଗ୍ରହଣ କରିଵାକୁ ଅଞ୍ଚଳଵାସୀ ଦାଵି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories