www.samajalive.in
Saturday, December 6, 2025
26.1 C
Bhubaneswar

ଯୁବତୀଙ୍କୁ ଚାପୁଡା ମାରିଲେ ଅଟୋଚାଳକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଚାପୁଡା ମାରିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ବେଙ୍ଗାଲୁରୁରେ ଘଟିଛି । ଜଣେ ଅଟୋ ଚାଳକ ୨ ଜଣ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିବା ସହ ଜଣଙ୍କୁ ଚାପୁଡା ମାରିଛନ୍ତି । କୁହାଯାଉଛି କି ରାଇଡ୍ କ୍ୟାନ୍ସଲ କରିବା ପରେ ଅଟୋ ଚାଳକ ରାଗିଗଲେ ଏବଂ ଯୁକ୍ତିତର୍କ କରିବା ସମୟରେ ଜଣେ ଯୁବତୀଙ୍କୁ ଚାପୁଡା ମାରିଦେଲେ । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଏବେ ଭାଇରାଲ ହେଉଛି ।

- Advertisement -

ଭିଡିଓରେ ନଜର ଆସୁଛି କି ଅଟୋ ଚାଳକ ଉଚ୍ଚ ସ୍ବରରେ ଅନ୍ୟ ଏକ ଅଟୋରେ ବସିଥିବା ଯୁବତୀଙ୍କ ସହ ଯୁକ୍ତି କରୁଛନ୍ତି । ଅଟୋ ଚାଳକ ରାଇଡ୍ ରଦ୍ଦ ହେବା ପରେ ତାଙ୍କ ଉପରେ ଖପ୍ପା ହୋଇ ତର୍କ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଛନ୍ତି ଏବଂ ବେଙ୍ଗାଲୁରୁ ପୁଲିସକୁ ସେହି ଅଟୋ ଚାଳକଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories