ଟ୍ରେନ ଦୁର୍ଘଟଣାରେ ରାଉରକେଲାର ଦୁଇଜଣ ଯୁବକଙ୍କ ମୃତ୍ୟୁ

ରାଉରକେଲା : ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ହୋଇଥିବା ରେଳ ଦୁର୍ଘଟଣାରେ ରାଉରକେଲାର ଦୁଇ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି।  ଏହି ଖବର ମିଳିବା ମାତ୍ରେ ଉଭୟ ଯୁବକଙ୍କ ପରିବାରରେ ଶୋକର ଛାୟା ଖେଳି…
Read More...

ଆଜି ଭାରତ-ଶ୍ରୀଲଙ୍କା ୩ୟ ଟ୍ବେଣ୍ଟି ୨୦

ପାଲ୍ଲେକେଲେ : ଶ୍ରୀଲଙ୍କା ଗସ୍ତରେ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିସାରିଛି। ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଭାରତ ପ୍ରଥମ ଶୃଙ୍ଖଳା ଜିତିପାରିଛି। ସୂର୍ଯ୍ୟକୁମାର ଯାଦବ ନିୟମିତ…
Read More...

ବ୍ଳକସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା :ହରଭଙ୍ଗା ବ୍ଲକ ସଭାଗୃହ ପ୍ରାଙ୍ଗଣରେ ହରଭଙ୍ଗା ବି. ଡି. ଓ ଶରତ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ…
Read More...

କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି।  ପ୍ରଥମେ ରାତି ୨ଟାରେ ଓ ପରେ…
Read More...

ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ମୃତ, ୫ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ।  ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଏହାପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍…
Read More...

ଆର୍ଥିକ ଲାଭ ମିଳିବ, ମନ ପ୍ରସନ୍ନ ରହିବ: ମଙ୍ଗଳବାର ରାଶିଫଳ

ମେଷ: ଧନବାନ୍‌ ହେବେ। କୃପଣ ସ୍ବଭାବର ହୋଇପାରନ୍ତି। ଦାନ ଧର୍ମ ପ୍ରତି କୁଣ୍ଠା ପ୍ରକାଶ କରିପାରନ୍ତି। ଲୋକେ ଆପଣଙ୍କୁ ମୁହଁରେ କିଛି ନ କହିଲେ ବି ପରୋକ୍ଷରେ ନିନ୍ଦା କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ବୃଷ:…
Read More...

କେରଳରେ ଭୟଙ୍କର ଭୂସ୍ଖଳନ: ବଢୁଛି ମୃତ୍ୟୁସଂଖ୍ୟା, ମାଟି ତଳେ ଫସିଛନ୍ତି ଶତାଧିକ

ନୂଆଦିଲ୍ଲୀ: କେରଳର ଓ୍ବାଇନାଡରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ସୂଚନା ମିଳିଛି।  ପ୍ରଥମେ ରାତି ୨ଟାରେ ଓ ପରେ…
Read More...

ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ଜିଲାପାଳଙ୍କୁ ଚିଠି ଲେଖିଲେ ଅଧ୍ୟକ୍ଷା!

ନୀଳଗିରି: ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ବାଲେଶ୍ୱର ଜିଲାପାଳଙ୍କୁ ଏନ୍‍ଏସି ଅଧ୍ୟକ୍ଷା ଚିଠି ଲେଖିବା ଘଟଣା ସମ୍ପ୍ରତି ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ସ୍ଥାନୀୟ ଏନ୍‍ଏସିରେ କାର୍ଯ୍ୟରତ ନିର୍ବାହୀ…
Read More...

ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ: ଆଜିଠୁ କମ୍ବିଂ ଅପରେସନ୍

ଭୁବନେଶ୍ଵର: ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ।  ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍। କମ୍ବିଂରେ ସାମିଲ ହୋଇଛନ୍ତି ୪୫୦ ସିଆରପିଏଫ୍ ଯବାନ।…
Read More...

ମୁଣ୍ଡଳିରେ ବଢୁଛି ମହାନଦୀ ଜଳସ୍ତର: ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ: ହୀରାକୁଦ ଡ୍ୟାମରୁ ପାଣି ଛାଡିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳୀରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ବନ୍ୟାଜଳ ପ୍ରଥ​‌ମେ…
Read More...

ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ: ଶୂନ୍ୟକାଳରେ ଉଠିବ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ଵର: ଆଜି ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ। ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ…
Read More...

ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ହେଲ୍ପଲାଇନ୍‌ ନମ୍ବର ଜାରି

ନୂଆଦିଲ୍ଲୀ: ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ।  ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି।…
Read More...

୩୧ ରୁ ୨ ପ୍ରବଳ ବର୍ଷା

ଭୁବନେଶ୍ବର : ଆସନ୍ତା ୩୧ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୩୧ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା; ଆଉ ୫ ଗିରଫ , ମୋଟ ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ  ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ଆଇଏଏସ କୋଚିଂ ସେଣ୍ଟର ‘ରାଓଜ୍‌ ଷ୍ଟଡି ସର୍କଲ’ର ବେସ୍‌ମେଣ୍ଟ ରେ ହଠାତ୍‌ ପାଣି ପଶିଯାଇଥିଲା। ଯାହାଫଳରେ ସେଠାରେ ଉପସ୍ଥିତ ଥିବା କିଛି…
Read More...

ଆଜିଠୁ ଦିଲ୍ଲୀରେ ରିହାତି ଦରରେ ବିଲାତି ବିକିବ ଏନସିସିଏଫ

ନୂଆଦିଲ୍ଲୀ: ଆଜି(ସୋମବାର)ଠାରୁ ରିହାତି ଦରରେ ବିଲାତି ବିକିବ ଏନସିସିଏଫ। ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ରାଜଧାନୀ ଦିଲ୍ଲୀରେ ରିହାତି ମୂଲ୍ୟରେ ବିଲାତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏହା କୃଷି…
Read More...

ଗୁଳିବଦ୍ଧ ବାରହା ସହ ବନ୍ଧୁକ ଜବତ, ଶିକାରୀ ଗିରଫ

ହରଭଙ୍ଗା : ଅଭୟାରଣ୍ୟ ଚାଲିଛି ଅବାଧ ଜନ୍ତୁ ଶିକାର । ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଶୀତଳପାଣି ଅଞ୍ଚଳରୁ ବନ୍ୟପ୍ରାଣୀ ବିଭାଗ ଏକ ଗୁଳିବିଦ୍ଧ ବାରହା ମୃତଦେହ ସହ ଗୋଟିଏ ଚୋରା ବନ୍ଧୁକ ଜବତ କରିଛି। ଏବଂ ଏହି…
Read More...

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ଏକମାସରେ ୫୬ ମୃତ

ସିମଳା : ବିଗତ ଏକମାସ ମଧ୍ୟରେ ହିମାଚଳ ପ୍ରଦେଶରେ ବର୍ଷା ଓ ତତ୍‌ଜନିତ ଦୁର୍ଘଟଣାରେ ୫୬ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି। ଜୁନ ୨୭ରେ ହିମାଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ଉଚ୍ଚସ୍ଥାନରୁ ଖସି ୨୧ ଜଣ…
Read More...

ପୂଜାଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ବିବାଦୀୟ ମହିଳା ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ୍‌କରଙ୍କ ଜାଲିଆତି ପ୍ରସଙ୍ଗରେ ତଦନ୍ତ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଜଣିକିଆ…
Read More...

ଶ୍ରୀମନ୍ଦିର ଭିତର ଫଟୋ ପ୍ରଘଟ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଫଟୋ ରବିବାର ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସିଦ୍ଧାର୍ଥ ପାଣ୍ଡେ ନିଜ ଇନଷ୍ଟାଗ୍ରାମରେ ପ୍ରଘଟ କରିଛନ୍ତି। ସେଥିରେ…
Read More...

ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ: ସୋମବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେ​‌େ​‌ବ। ଭୋଜନ ରୁଚିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। କର୍ମଠ ହେବେ। ବୃଷ: ବିବାଦୀୟ…
Read More...

ହୀରାକୁଦ ଜଳସ୍ତର ୬୧୮ ଫୁଟ୍‌ : ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା

ହୀରାକୁଦ : ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ପାଣି ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳ ପତ୍ତନ…
Read More...

ଗଛକୁ ପିଟିଲା ବସ୍: ୭ ଗୁରୁତର

ଜଳେଶ୍ଵର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍‌, ୭ ଗୁରୁତର। ଜଳେଶ୍ଵର ବାଲିଆପାଳ -ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ନୁପୁର ନାମକ ଘରୋଇ ବସ୍ ଯାତ୍ରୀମାନଙ୍କୁ…
Read More...

କାର୍ ଧକ୍କାରେ କାଉଡିଆ ମୃତ, ଦୁଇ ଗୁରୁତର

ନିଶ୍ଚିନ୍ତକୋଇଲି: ଶ୍ରାବଣ ସୋମବାର ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଗୁଡିକରେ କାଉଡିଆଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଏହାରି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି…
Read More...

ଆଜିଠୁ ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ଵର: ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା। ୨୦୧୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ।  ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମୋହନ ସରକାର ଆଣିଛନ୍ତି। ତେବେ ଏହାଉପରେ…
Read More...

ଆଜି ବସିବ ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ

ପୁରୀ : ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ସମେତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି ସମ୍ପର୍କରେ ଏଥିରେ ଆଲୋଚନା ହେବା…
Read More...

ଆସନ୍ତା ୩ ତାରିଖ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ଅଞ୍ଚଳ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ନଦୀ, ନାଳ ବୁଡ଼ି ରହିଥିବାବେଳେ ଆଗକୁ ଆହୁରି ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ତାରିଖ ଯାଏଁ…
Read More...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ରବିବାର ରାତି ପ୍ରାୟ  ୧ଟା ୩୫ରେ ଲାଇନ୍‌ଚ୍ୟୁତ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ…
Read More...

ବୈତରଣୀକୁ ଧସିଲା ୨ ଶହ ଫୁଟର ସୁରକ୍ଷାବନ୍ଧ

ଆରଡି : ଗତ ୩ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା  ଜାରି ରହିଛି।  ଧାମରା ନିକଟରେ ଅଶାନ୍ତ ସମୁଦ୍ରରୁ ଉଠୁଥିବା ଉଚ୍ଚ ଜୁଆର ଯୋଗୁଁ  ବୈତରଣୀ ଓ ସାଳନ୍ଦୀ ନଦୀ ଜଳସ୍ତର ବଢିବାରେ ଲାଗିଛି । ଉଚ୍ଚ ଜୁଆର ପାଣିରେ ବୈତରଣୀ…
Read More...

ଜମଟାଙ୍ଗୀ-ଡ଼ିଗି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

ବାଉଁଶୁଣି : କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।  ବର୍ଷାରେ ବୌଦ୍ଧ ଜିଲ୍ଲା ମନୁପାଲି ଗ୍ରାମ ପଞ୍ଚାୟତର ଜମଟାଙ୍ଗୀ ଠାରୁ ଡିଗୀ ଗାଁକୁ ଯାଇଥିବା ରାସ୍ତା ଉପରେ ୬ ଫୁଟ ଉଚ୍ଚର ବନ୍ୟା ଜଳ…
Read More...

ଚାରିଛକରେ ଇକୋ କ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା :ହରଭଙ୍ଗା ବ୍ଲକ ଚାରି ଛକ ରେ ଥିବା ଏମ୍.ଇ ସ୍କୁଲ ପ୍ରାଙ୍ଗଣରେ ୟୁଥ ଇକୋ କ୍ଲବ ତରଫରୁଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, କଦଳୀ ଏବଂ ଜାମୁ ଭଳି…
Read More...

ବସ୍ ଓ କୁକୁଡା ବୋଝେଇ ପିକଅପ୍‌ ଭ୍ୟାନ୍ ଧକ୍କା: ଦୁଇ ଆହତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ସରକାରୀ ବସ୍‌ ଏବଂ କୁକୁଡା ବୋଝେଇ ପିକଅପ ମଧ୍ୟ ମୁହାଁମୁହିଁ ଧକ୍କା…
Read More...

ବିଶ୍ୱ କ୍ରୀଡା ମହାକୁମ୍ଭ: ଆଜି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍‌ସ-୨୦୨୪ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଅଲିମ୍ପିକ୍‌ସ ଇତିହାସରେ ଭାରତ ପାଇଁ ସର୍ବାଧିକ ସଫଳତା ହାସଲ କରିଥିବା ପୁରୁଷ ହକି ଦଳ ତାର ଅଭିଯାନ ଆଜି(ଶନିବାର)ଠାରୁ…
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ଗଞ୍ଜେଇ ଜବଦ , ଜଣେ ଗିରଫ

ବାସୁଦେବପୁର : ବାସୁଦେବପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି। ଅବକାରୀ ବିଭାଗ ପକ୍ଷରୁ କମାର ଗାଁରେ ଚଢାଉ କରାଯାଇଛି। ଫଳରେ ୮ କେଜି ଗଞ୍ଜେଇ , ସ୍କୁଟି ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।  ବାସୁଦେବପୁର ଅବକାରୀ…
Read More...

ନାଚୁ ନାଚୁ ଟଳିପଡ଼ିଲେ ନୃତ୍ୟଗୁରୁ

ପାଣିକୋଇଲି : ନାଚ ଶିଖାଉଥିବାବେଳେ ଟଳିପଡିଲେ ନୃତ୍ୟଗୁରୁ । ଯାଜପୁର ଜିଲା ପାଣିକୋଇଲି ଥାନା ବ୍ରଜନଗରସ୍ଥିତ ଯଜ୍ଞସେନୀ ଯାତ୍ରା ପାର୍ଟିରେ ଅଭାବନୀୟ ଘଟଣା ଘଟିଛି।  ନୃତ୍ୟଗୁରୁ ମାୟାଧର ଜେନା ଯାଜ୍ଞସେନୀ ଯାତ୍ରା…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା : ପାଟଣା ବନାଞ୍ଚଳ ସାହାରପଡା ବ୍ଲକରେ ଭାଲୁ ଆତଙ୍କ। କୁଦବେଡା ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆଜି ଭୋରରୁ କିଛି ଲୋକ ଦାନ୍ତ କାଠି ଭାଙ୍ଗିବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲ କୁ…
Read More...

ବସ୍‌ରୁ ଗାଏବ ହେଲା ୫୦ କେଜି ରୁପା

ଖଲ୍ଲିକୋଟ : ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା…
Read More...

ଜାଣନ୍ତୁ ବିଦ୍ୟାର୍ଥୀଙ୍କ ପାଇଁ କେମିତି କଟିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ସାଧନାରେ ସିଦ୍ଧି ଲାଭ ହେବ। ସିଦ୍ଧ ତପୀ ହୋଇପାରନ୍ତି; ମାତ୍ର ଏହା ଅହଂକାରଶୂନ୍ୟ ହେବ। ଆବଶ୍ୟକ ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ପୂଜ୍ୟପୂଜାର ଅଧିକାରୀ ହେବେ। ବୃଷ: ଐକାନ୍ତିକତା ଓ…
Read More...

ମହାନଦୀରେ ସମ୍ଭାବ୍ୟ ବନ୍ୟାକୁ ନେଇ ପୁଲିସ ପକ୍ଷରୁ ସତର୍କତା

ହରଭଙ୍ଗା :ମହାନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୁଣାକଟକ ଆଇଆଇସି ଶାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ୱରେ ଏକ ଟିମ ପାଣିଘରା, ଧଳପୁର, ରାଉତପଡା, କୋଡାସିଙ୍ଗା ଭଳି ନଦୀକୁଳିଆ ଗାଁ ଲୋକଙ୍କୁ ସତର୍କ କରାଯାଇଛି।…
Read More...

ନୀତି ଆୟୋଗ ବୈଠକରେ ଯୋଗଦେବେ ମମତା ବାନାର୍ଜୀ

କଲକାତା : ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ଏଥିରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଗସ୍ତ…
Read More...

ବଦଳିଲା ରାହୁଲ ଗାନ୍ଧୀଙ୍କ ଘର ଠିକଣା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀସ୍ଥ ସୁନହେରିବାଗସ୍ଥିତ ୫ ନମ୍ବର ବଙ୍ଗଳା ରାହୁଲଙ୍କୁ ଆବଣ୍ଟନ କରାଯାଇଛି। ବିରୋଧୀ…
Read More...

କମଳା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ: କହିଲେ ପ୍ରତ୍ୟେକ ଭୋଟ୍ ଜିତିବାକୁ କରିବି କଠିନ ପରିଶ୍ରମ

ୱାଶିଂଟନ : କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ। ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏକ୍ସରେ ସେ ସୂଚନା ଦେଇଛନ୍ତି।  ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଜିତିବାକୁ ମୁଁ କଠିନ ପରିଶ୍ରମ କରିବି। …
Read More...

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା

ନୂଆଦିଲ୍ଲୀ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ଉଭୟ ଦଳ ମୁହାଁମୁହିଁ ହେବେ । ୩ଟି ଟି-୨୦ ସହ ଓ୍ବାନ୍ ଡେ ମ୍ୟାଚ୍ ଖେଳିବ ଭାରତ। ଭାରତ ନୂତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ…
Read More...

ସକ୍ରିୟ ଲଘୁଚାପ: ଆଗାମୀ ୪ଦିନ ପ୍ରବଳ ବର୍ଷିବ, ଆଜି ପାଇଁ ୧୦ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉପକୂଳ ବାଂଲାଦେଶ, ଗାଙ୍ଗୀୟ ପଶ୍ଚିମବଙ୍ଗ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସମ୍ପୃକ୍ତ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହୋଇ…
Read More...

ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟ: ସତର୍କତା ଅବଲମ୍ବନ ପାଇଁ ପ୍ରଚାର

ହୀରାକୁଦ : ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟରେ ପହଞ୍ଚିଛି। ଆସନ୍ତା ୨୮ ତାରିଖ ପୂର୍ବାହ୍ଣ ୯ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।  ତେଣୁ ଏନେଇ ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସଚେତନ…
Read More...

ଆଜି ନୀତି ଆୟୋଗ ବୈଠକ: ଫୋକସରେ ୨୦୪୭ ସୁଦ୍ଧା ବିକଶିତ ଭାରତ

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ର ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।  ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ଏହି ବୈଠକରେ…
Read More...

ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା: ବୁଡିଲା ରାସ୍ତାଘାଟ, ଘରେ ଜମିଲା ପାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା। ମୁମ୍ବାଇ, ପୁଣେ , ପାଲଘର ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତ ୪୮ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡିଯାଇଛି।…
Read More...

ପୋଖରୀରେ ବୁଡି ଭାଇଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ବୁଡି ଦୁଇ ଭାଇ ଭଉଣୀ ମୃତ, ଜଣେ ଗୁରୁତର। ଗଞ୍ଜାମ ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି…
Read More...

ଅରୁଣାଚଳ ପ୍ରଦେଶରେ ୬୦୦ ସ୍କୁଲ ବନ୍ଦ

ଇଟାନଗର: ଅରୁଣାଚଳ ପ୍ରଦେଶର ୬୦୦ଟି ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ପାସଙ୍ଗ ଦୋରଜି ସୋନା ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ କୁମାର ୱାଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପାସଙ୍ଗ…
Read More...

ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ: ଗୁରୁବାର ରାଶିଫଳ

ମେଷ: ସରକାରୀ ଚାକିରିରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବାହାର ଦେଶରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଚତୁଷ୍ପଦ ଗୃହପାଳିତ ପଶୁ ଦ୍ବାରା ଲାଭବାନ୍‌ ହୋଇପାରନ୍ତି। ସତ୍ୟନିଷ୍ଠ ହେବେ। କର୍ମଠ ହେବେ। ବୃଷ:…
Read More...

ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକର ନିଖୋଜ

ନୂଆଦିଲ୍ଲୀ : ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକର ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ସିଭିଲ୍‌ ସର୍ଭିସ ପରୀକ୍ଷାରେ ମନୋନୀତ ହେବା ଲାଗି ବିଭିନ୍ନ ପ୍ରକାର ଜାଲିଆତି କରିଥିବାର ଅଭିଯୋଗ ପୂଜାଙ୍କ…
Read More...

ଶୁକ୍ରବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ : ୨୭ରେ ନୀତି ଆୟୋଗ ବୈଠକ

ଭୁବନେଶ୍ବର : ନୂଆଦିଲ୍ଲୀରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା…
Read More...

ପ୍ରବଳ ବର୍ଷା ଯୋଗୁଁ  ଧସିଲା ମାଟି ଅତଡ଼ା: ୨୨୯ ମୃତ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ  ଧସିଲା ମାଟି ଅତଡ଼ା। ଫଳରେଏଥିରେ ପୋତି ହୋଇ ଦକ୍ଷିଣ ଇଥିଓପିଆର କେନ୍‌ଚୋ ସାଚା ଗୋଡ୍‌ଜି ଜିଲାରେ ଅତିକମ୍‌ରେ ୨୨୯ଜଣଙ୍କ ଜୀବନ ଯାଇଛି । ବହୁ ଲୋକ ନିଖୋଜ ମଧ୍ୟ ଅଛନ୍ତି। ୫ଜଣ…
Read More...

ସକ୍ରିୟ ମୌସୁମୀ: ରାଜ୍ୟରେ ବର୍ଷା ଆହୁରି ୪ ଦିନ !

ଭୁବନେଶ୍ବର : ରାଜ୍ୟ​‌ରେ ମୌସୁମି ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର…
Read More...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ତୁରନ୍ତ ମରାମତି ଦାବି

ସୁବର୍ଣ୍ଣପୁର: ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା। ସୁବର୍ଣ୍ଣପୁର ବିନିକା ବ୍ଲକ ବାଉଁଶୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି। ରାସ୍ତାରେ ଏକ ୮ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ…
Read More...

ବନ୍ଦ ଘରୁ ମିଳିଲା ମୃତଦେହ: ଝିଅକୁ ମାରି ବାପାର ଆତ୍ମହତ୍ୟା!

ନୟାଗଡ: ନୟାଗଡରେ ଚାଞ୍ଚଲ୍ୟକର ଘଟଣା। ବନ୍ଦ ଘରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର। ଦେବୋତ୍ତର ଲେନ୍ ୪ରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ମୃତକ ହେଲେ ପୁଲକ ବିଶ୍ଵାଳ ଏବଂ ତାଙ୍କ ୫ ବର୍ଷର ଝିଅ ପଲକ। ମାଜିଷ୍ଟ୍ରେଟ ଙ୍କ…
Read More...

ଆଜି ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ଗୁରୁବାର) ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବିଜେପି ସରକାର ପ୍ରଥମ କରି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ କରିବାକୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବି ପତ୍ର ପ୍ରଦାନ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଓ୍ବାର୍ଡ କୋର୍ଡିନେଟର ସେମାନଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। …
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ୭୦୦ ମିଟର ଟନେଲ କାର୍ଯ୍ୟ ସମ୍ପୂର୍ଣ୍ଣ 

ବୌଦ୍ଧ : ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ହାସଲ କରିଛି।  ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି…
Read More...

ଯୋଗାଣ ବିଭାଗ ଗୋଦାମରେ କର୍ମଚାରୀଙ୍କ ଦ୍ବାରା ଚାଉଳ ଚୋରି!

ଗୋପାଳପୁର: ଯୋଗାଣ ବିଭାଗ ଗୋଦାମରେ କର୍ମଚାରୀ ଙ୍କ ଦ୍ବାରା ଚାଉଳ ଚୋରି! ଗୋପାଳପୁର ଏନଏସି ସମେତ ବ୍ରହ୍ମପୁର ମହାନଗର ନିଗମ ର ଜନ ସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ୍ ସାମଗ୍ରୀ କୁ…
Read More...

ନେଫ୍ରୋଲୋଜି ବିଭାଗରେ ଖସିଲା ଛାତ: ଅଳ୍ପକେ ବର୍ତ୍ତିଲେ ରୋଗୀଙ୍କ ସମ୍ପର୍କୀୟ

ବୁର୍ଲା : ବର୍ତ୍ତମାନ ବେଶ୍ କିଛି ଦିନ ହେବ ବୁର୍ଲା ଭିମସାର ଯେପରି ଏକ ବିପଦପୂର୍ଣ୍ଣ ସ୍ଥାନ ହେବାକୁ ବସିଲାଣି। ଲଗାତାର ସିରିଜ ଭାବରେ ଅଘଟଣ ଘଟଣା ସମସ୍ତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ବୁର୍ଲା…
Read More...

ଆଜି ଏହି ରାଶିର ଲୋକ କିଛି ନୂଆ କାର୍ଯ୍ୟ କରିବେ: ବୁଧବାର ରାଶିଫଳ

ମେଷ : ନାନା ସୁଖଭୋଗ କରିବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନ ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ଅକ୍ଲେଶରେ ପରାସ୍ତ କରିବେ। ବୃଷ: ବିନୟୀ ଭାବାପନ୍ନ ହେବେ।…
Read More...

ସାଂସଦ ଅପରାଜିତା ଆଇପିୟୁ ଉପସଭାପତି

ଭୁବନେଶ୍ଵର: ସାଂସଦ ଅପରାଜିତା ଷଡଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ୍ ଆଇପିୟୁ ଉପସଭାପତି। ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ଵାରା ମନୋନୀତ ହୋଇଥିବା ସୂଚନା ମିଳିଛି। ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା…
Read More...

ଆଜି ଉପବାଚସ୍ପତି ନିର୍ବାଚନ : ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି

ଭୁବନେଶ୍ୱର : ଶାସକ ବିଜେପି ପକ୍ଷରୁ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା…
Read More...

ବିଦ୍ୟୁତ୍ ନେଲା ଭାଲୁର ଜୀବନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୧୭ନଂ ଗାଁର ଶିବ ମନ୍ଦିର ନିକଟ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ । ମଙ୍ଗଳବାର ରାତିରେ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ଗାଁକୁ ପଶି…
Read More...

ତୃତୀୟ ଦିନରେ ବି ସରଗରମ ହେବ ଗୃହ

ଭୁବନେଶ୍ଵର: ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ଦୁଇ ଦିନ ଗୃହ ହୁଲସ୍ତୁଲ ହୋଇଛି। ସରକାରୀ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ତୃତୀୟ ଦିନରେ ବି ଗୃହ ସରଗରମ ହୋଇପାରେ। ରାଜ୍ୟପାଳଙ୍କ ପୁଅଙ୍କ…
Read More...

ଫିଟ୍‌ନେସ୍‌ ନଥିଲେ ସିଜ୍‌ ହେବ

ଭୁବନେଶ୍ବର : ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଗାଡ଼ି ମୋଟର ଚଳାଚଳ ଉପରେ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦେଶ…
Read More...

ସକ୍ରିୟ ମୌସୁମୀ: ଆଗାମୀ ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ମଧ୍ୟପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। କିନ୍ତୁ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଉତ୍ତର ଓଡ଼ିଶାର…
Read More...

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଆଜି(ବୁଧବାର) ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା…
Read More...

ଦେଶରେ ପ୍ରତିଷ୍ଠା ହେବ ଆଉ ୧୨ ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ଵର: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି ଲୋକମାନେ ସରକାରଙ୍କ ନୀତି ଉପରେ ଭରସା କରିଛନ୍ତି । ଦେଶରେ ଆଉ ୧୨ଟି…
Read More...

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଦ୍ଵିତୀୟ ଦିନରେ ବି ସରଗରମ ହୋଇଛି ଗୃହ। ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ପୁଅ ଗିରଫ…
Read More...

ଆଇଏନଏସ୍ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ, ନାବିକ ନିଖୋଜ

ମୁମ୍ବଇ : ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ରରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଯୁଦ୍ଧ ଜାହାଜଟି ବ୍ୟାପକ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବା…
Read More...

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନିଶାଶକ୍ତ ସ୍ଵାମୀ

ବାରିପଦା: ବାରିପଦା ଖୁଣ୍ଟା ଥାନା ବାଲିଯୋଡା ଗାଁରେ ସ୍ଵାମୀର ବର୍ବରକାଣ୍ଡ।  ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ ବାଲିଯୋଡା ଗାଁର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା…
Read More...

ମଧୁପାଟଣା ଥାନା ସାମ୍ନା ଡ୍ରେସ୍ ଦୋକାନରୁ ଲୁଟ୍: ସିସି ଟିଭିରେ ଦୃଶ୍ୟ କଏଦ

କଟକ: ମଧୁପାଟଣା ଥାନା ସମ୍ମୁଖରୁ ଲୁଟ୍। ଥାନା ସାମ୍ନାରେ ଥିବା ଏକ ଡ୍ରେସ୍ ଦୋକାନରୁ ଲୁଟ୍ ହୋଇଛି । କିଛି ଦୁର୍ବୁତ୍ତ ଦୋକାନ ସଟର ତାଡି ଜିନିଷ ପତ୍ର ଲୁଟି ନେଇଛନ୍ତି। ଦୋକାନରେ ଥିବା ସିସି ଟିଭିରେ ଲୁଟ୍ ବେଳର ଦୃଶ୍ୟ…
Read More...

ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ : ଉଠିପାରେ ଏସବୁ ପ୍ରସଙ୍ଗ

ଭୁବନେଶ୍ଵର: ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଦ୍ଵିତୀୟ ଦିନରେ ବି ସରଗରମ ହୋଇପାରେ ଗୃହ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ। ଆଜି ଘୃହରେ ପଞ୍ଚାୟତିରାଜ,…
Read More...

ବାଘ ଭୟ , ସନ୍ଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ : ନଜର ରଖିଛି ବନ ବିଭାଗ

ଭଞ୍ଜନଗର : ବାଘ ଭୟ। ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ  ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗାଁ ବାଘ ଆତଙ୍କ।  ହଜପଲ୍ଲି ଗାଁ ମୁଣ୍ଡରେ ଗୋଠରୁ ବାଘ ପୁଣି…
Read More...

ବର୍ଷା ପରେ ଉବୁଟୁବୁ ଗୁଜୁରାଟର ବିଭିନ୍ନ ଅଞ୍ଚଳ: ବିପନ୍ନଙ୍କୁ ଉଦ୍ଧାର କରୁଛି ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ: ମୂଷଳ ଧାରାରେ ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜୁରାଟର ବିଭିନ୍ନ ଅଞ୍ଚଳ । ବିଶେଷ କରି ସୁରତ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବା ପରେ ଏନଡିଆରଏଫ୍ ଯବାନ ମୂତୟନ ହୋଇଛନ୍ତି । ଆଗାମୀ ୨୪…
Read More...

ଅଗଷ୍ଟ ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଆସିବ ନୂଆ ଅତିଥି: ପ୍ରଥମଥର ମା’ ହେବ ‘ମୌସୁମୀ’

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନ ଧଳାବାଘ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ନନ୍ଦନକାନନରେ ବାଘ ସଂଖ୍ୟା ବଢ଼ିବାକୁ ଯାଉଛି। ଧଳା ବାଘୁଣୀ ‘ମୌସୁମୀ’ ଏବେ ଗର୍ଭବତୀ। ଜନ୍ମ ଦେବାକୁ ଯାଉଛି ପ୍ରଥମ ଶାବକ।…
Read More...

୩ ଘଣ୍ଟାରେ ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷିବ : ୨୬ ସୁଦ୍ଧା ଆଉ ଏକ ଲଘୁଚାପ

ଭୁବନେଶ୍ବର : ପୂର୍ବ ମଧ୍ୟପ୍ରଦେଶ ଏବଂ ଛତିଶଗଡ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହାସହିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ସାରା ରାଜ୍ୟରେ ବର୍ଷା ହୋଇଛି। ସୋମବାର ଭୁବନେଶ୍ବର ଏବଂ…
Read More...

ପାଣ୍ଡିଆନଙ୍କୁ ପୁଣି ସମର୍ଥନ କଲେ ନବୀନ: କହିଲେ ‘ରାଜ୍ୟ ଓ ଦଳ ପାଇଁ ସେ ସମର୍ପିତ’

ଭୁବନେଶ୍ବର:  ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରାକ୍ତନ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ପୁଣି ଥରେ କ୍ଲିନଚିଟ୍ ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ପରାଜୟ ପରେ ପାଣ୍ଡିଆନ…
Read More...

ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ଅର୍ଥମନ୍ତ୍ରୀ ଭାବେ ରେକର୍ଡ ୭ମ ଥର ଉପସ୍ଥାପନ କରିବେ ସୀତାରମଣ

ନୂଆଦିଲ୍ଲୀ : ସୋମବାର ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ…
Read More...

ଦୁଇ ବସ୍ ମୁହାଁମୁହିଁ ଧକ୍କା: ୩ ମୃତ, ୫୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ୬୦ରୁ ଅଧିକ ଯାତ୍ରୀ…
Read More...

ଇସ୍ରାଏଲ ଆକ୍ରମଣରେ ୩୯ ପାଲେଷ୍ଟିନୀୟ ମୃତ

ଜେରୁଜେଲମ: ଇସ୍ରାଏଲ ପକ୍ଷରୁ ଶନିବାର ପାଲେଷ୍ଟାଇନ ଅନ୍ତର୍ଗତ ଗାଜାର ବିଭିନ୍ନ ସ୍ଥାନରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୩୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ କେତେକ ସାମ୍ବାଦିକ ସାମିଲ…
Read More...

ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା: ନୁହ୍‌ରେ ଇଣ୍ଟରନେଟ୍, ଏସ୍‌ଏମଏସ୍‌ ସେବା ବନ୍ଦ

ଚଣ୍ଡିଗଡ : ଆଜି ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା।  ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହରିୟାଣା ସରକାର ନୁହ ଜିଲାରେ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ୍ ଓ ଗ୍ରୁପ୍ ଏସଏମଏସ୍‌ ସେବାକୁ ବନ୍ଦ କରିଛନ୍ତି। ହରିୟାଣା ଗୃହ…
Read More...

ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ: ସୋମବାର ରାଶିଫଳ

ମେଷ: ଆପଣଙ୍କର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ପରିବାର ହେଉଛି ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବୃଷ:…
Read More...

ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ: ବସ୍‌ ଓଲଟି ୧୭ କାଉଡିଆ ଆହତ

ଯାଜପୁର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଜଳାଭିଷେକ ପାଇଁ ଆଜି ସକାଳୁ ସକାଳୁ ରାଜ୍ୟର ପ୍ରାୟ ସବୁ ଶୈବପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି। ଯାଜପୁରରେ…
Read More...

ପୋଲତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ

ବାସୁଦେବପୁର : ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ରତାଙ୍ଗଠାରେ ଅଭାବନୀୟ ଘଟଣା ଘଟିଛି। ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସ୍ଥାନୀୟ ପଞ୍ଚାୟତର ଗୌରାଙ୍ଗ ଦାସଙ୍କ ପୁଅ କୈଳାଶ ବୋଲି ଜଣାପଡିଛି। ଆଜି…
Read More...

ରଜୌରୀ ସେନା କ୍ୟାମ୍ପ ଉପରେ ଆକ୍ରମଣ: କିଛି ଯବାନ ଆହତ ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରଜୌରୀ ସେନା କ୍ୟାମ୍ପ ଉପରେ ବଡଧରଣର ଆତଙ୍କୀ ଆକ୍ରମଣ।  ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ  ବଡ ଆକ୍ରମଣ ଉଦ୍ୟମ ବିଫଳ ହୋଇଛି।  ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…
Read More...

ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା: ୮୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୯୭୨ ଛାତ୍ରଛାତ୍ରୀ

ଭୁବନେଶ୍ଵର: ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା…
Read More...

ଆଜି ସଂସଦର ବଜେଟ୍ ଅଧିବେଶନ: ମଙ୍ଗଳବାର କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ। ଏହା ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି। ସରକାର ଏହି ସମୟରେ ୬ଟି ବିଲ୍ ଆଗତ କରିବାର ସମ୍ଭାବନା ରହିଛି।…
Read More...

ସକ୍ରିୟ ଲଘୁଚାପ: ୨୬ ଯାଏଁ ଲାଗିରହିବ ବର୍ଷା, ଆଜି ୧୦ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ସକ୍ରିୟ ମୌସୁମୀ ବାୟୁ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି…
Read More...

ଆମେରିକା ରାଜନୀତି: ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ, କମଳା ହାରିସ୍ ହୋଇପାରନ୍ତି ପ୍ରାର୍ଥୀ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରିବାକୁ ବାଇଡେନ…
Read More...

ଆଜିଠୁ ବିଧାନସଭା ଅଧିବେଶନ: ସୁରକ୍ଷାରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ

ଭୁବନେଶ୍ବର : ଆଜିଠାରୁ (ସୋମବାର) ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ।  ପୂର୍ବାହ୍ଣ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି। ତେବେ ଗୃହକୁ…
Read More...

ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ୍ ହେଲେ ବୃଦ୍ଧ

ବଲାଙ୍ଗୀର: ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ୍ ହୋଇ ପଡିଲେ ବୃଦ୍ଧ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ଥିବା…
Read More...

ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କାଲଟା ଫାଣ୍ଡି ଜାତୀୟ ରାଜପଥ ପୋଲ ତଳୁ ଏକ ମଣିଷ କଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରୁ ଏକ ବ୍ୟାଗ୍ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ୍…
Read More...

ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ ! : ମାଆ ମୃତ,ପୁଅ ଗୁରୁତର

ନାକଟିଦେଉଳ : ବିଷ ପିଇଲେ ମାଆ ଏବଂ ପୁଅ। ତେବେ ଏହି ଘଟଣାରେ ବୁର୍ଲା ଡାକ୍ତରଖାନାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି…
Read More...

ବାଂଲାଦେଶରେ ତେଜୁଛି ସଂରକ୍ଷଣ ବିରୋଧୀ ହିଂସା: ଢାକାରେ କର୍ଫ୍ୟୁ, ସେନାର ଫ୍ଲାଗ୍‌ମାର୍ଚ୍ଚ

ଢାକା : ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହି ହିଂସାରେ ୧୧୫ ଜଣ ପ୍ରାଣ ହରାଇସାରିଥିବାବେଳେ…
Read More...

କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ମଧ୍ୟମଫଳ ପ୍ରାପ୍ତ କରିବେ। ସାମାନ୍ୟ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର କାର୍ୟ୍ୟଷକ୍ଷେତ୍ରରେ ସଫଳତା ଲାଭ ହେବ। ଆୟ ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଯଶ, ମାନ ଓ ଗୌରବର ଅଧିକାରୀ…
Read More...

ଲୁଟେରାଙ୍କ ଆତଙ୍କରାଜ୍: ଯୁବକଙ୍କୁ ହାଣି ଛଡାଇନେଲେ ବାଇକ୍

ପାରାଦ୍ଵୀପ : ବିଳମ୍ବିତ ରାତ୍ରିରେ ବୁଲୁଛନ୍ତି ଲୁଟେରା, ଖଣ୍ଡାରେ ହାଣି ଲୁଟି ନେଲେ ମୋଟରସାଇକେଲ। ଶନିବାର ବିଳମ୍ବିତ ରାତିରେ ପାରାଦ୍ଵୀପ ଲକ୍ ଥାନା ଅଧିନ ବିଶ୍ବାଳି ଗଡା ନିକଟରେ ଏଭଳି ଘଟଣା  ଘଟିଛି । ପାରାଦ୍ଵୀପର…
Read More...

ଶାଗୁଆନ ଗଣ୍ଡି ଜବତ, ଦୁଇ ଅଭିଯୁକ୍ତ ଗିରଫ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ରେଞ୍ଜ ବନବିଭାଗକୁ ବଡ ସଫଳତା। ରତନପୁର ଗାଁରେ ବନ ବିଭାଗ ଚଢ଼ାଉ କରି ୩ ଗୋଟି ଶାଗୁଆନ ଗଣ୍ଡି ସହିତ ଦୁଇ ଜଣ କରତିଆଙ୍କୁ ଗିରଫ କରିଛି। ସୂଚନା ଅନୁଯାଇ କୌଣସି ବିଶେଷ…
Read More...

ଗୋରୁ ଵୋଝେଇ ପିକଅପ-ବସ ଧକ୍କା: ୭ଗୋରୁ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଅଘଟଣ।  ସିଙ୍ଗାଣିବିଡା ଠାରେ ଏକ ସରକାରୀ ଯାତ୍ରୀବାହୀ ବସ ସହ ଗୋରୁ ବୋଝେଇ ପିକଅପ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ…
Read More...