www.samajalive.in
Sunday, December 14, 2025
14.1 C
Bhubaneswar

ସାଢେ ୪ ଫୁଟର ନାଗସାପ ଉଦ୍ଧାର

ଆଠଗଡ଼: ଆଠଗଡ଼ର ରାଜବାଟିନଗର ଅଞ୍ଚଳରେ ରହୁଥିବା ଦିପ୍ତୀକୃଷ୍ଣ ପାଲଙ୍କ ଘରୁ ଏକ ସାଢେ ୪ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୩ଟା ବେଳେ ନାଗସାପଟି ତାଙ୍କ ଘରେ ପଶିଥିବା ଦେଖି ଦିପ୍ତୀ ପ୍ରଥମେ ବନବିଭାଗ ଏବଂ ପରେ ସ୍ନେକ୍‍ ହେଲ୍ପଲାଇନର ସଦସ୍ୟ ତଥା ସାପଧରାଳି ସୁଶାନ୍ତ କୁମାର ପାତ୍ରଙ୍କୁ ଖବର ଦେଇଥିଲେ। ସାପ ଭୟରେ ଘର ଲୋକ ବାହାରକୁ ପଳାଇ ଆସିଥିଲେ। ସାପଧରାଳି ସୁଶାନ୍ତ ପାତ୍ର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଘର ମଧ୍ୟରୁ ସାପଟିକୁ ଉଦ୍ଧାର କରିବା ପରେ ତାକୁ ସୁରକ୍ଷିତ ଭାବେ ନିକଟବର୍ତ୍ତି ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories