www.samajalive.in
Wednesday, December 10, 2025
18.1 C
Bhubaneswar

ଆର୍ଟିଫିସିଆଲ ଚିନିର ବ୍ୟବହାର ହୋଇଥାଏ କ୍ଷତିକାରକ

କିଛି ବ୍ୟକ୍ତି ମିଠା ଦ୍ରବ୍ୟ ସେବନରୁ ବର୍ତ୍ତିବା ପାଇଁ ଚାହିଁ ଥାଆନ୍ତି। ସେଥିପାଇଁ ଚିନି ଓ ଅନେକ ମିଠା ଦ୍ରବ୍ୟ ଖାଇ ନଥାଆନ୍ତି। ସେଥିପାଇଁ ଆର୍ଟିଫିସିଆଲ ଚିନିର ବ୍ୟବହାର କରିଥାଆନ୍ତି। ଖାଦ୍ୟରେ ଆର୍ଟିଫିସିଆଲ ଚିନିର ବ୍ୟବହାର ଦ୍ବାରା ଶରୀରର କ’ଣ ହୋଇଥାଏ ତାହା ଜାଣିବା ଉଚିତ। ଆସନ୍ତୁଜାଣିବା ସେହି ସମ୍ବନ୍ଧରେ ..

ନିଜ ଡାଏଟରେ ଅନ୍ୟ ଖାଦ୍ୟ ପଦାର୍ଥ ସହ ଆର୍ଟିଫିସିଆଲ ଚିନିର ସେବନ ଦ୍ବାରା ଓଜନ କମି ନଥାଏ। ଓଜନ ନିୟନ୍ତ୍ରଣ ନ ହେବା ଦ୍ବାରା ଅନେକ ପ୍ରକାରର ରୋଗ ହୋଇଥାଏ। ଏହାର ପ୍ରଭାବ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ। ତେଣୁ ନିୟମିତ ଆର୍ଟିଫିସିଆଲ ଚିନିର ବ୍ୟବହାର କରୁଥିଲେ ତାହାକୁ କମାଇ ଦିଅନ୍ତୁ।

- Advertisement -

ଆର୍ଟିଫିସିଆଲ ଚିନି ସ୍ବାସ୍ଥ୍ୟ ଉପରେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାରର ମିଠା ଦ୍ରବ୍ୟ ଓ ଆର୍ଟିଫିସିଆଲ ଚିନି ଖାଇବା ଦ୍ବାରା କର୍କଟ, ହୃଦରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଆର୍ଟିଫିସିଆଲ ଚିନିର ବ୍ୟବହାର ଦ୍ବାରା ବୟସ୍କ ବ୍ୟକ୍ତି ଓ ପିଲାଙ୍କ ଉପରେ କୁପ୍ରଭାବ ପଡିଥାଏ। ଅଧିକ ଆର୍ଟିଫିସିଆଲ ଚିନି ସେବନ କରିବା ଦ୍ବାରା ଓଜନ ଅସନ୍ତୁଳନ ଓ ସ୍ବାସ୍ଥ୍ୟ ଖରାପ ହୋଇଥାଏ।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories